ଖଲ୍ଲିକୋଟ: ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ- ୧ ହେଉଛି ଅନ୍ୟାନ୍ୟସାହି ମଧ୍ୟରୁ ଅନ୍ୟତମ । ଏହାରି ଭିତରେ
ଯୋଡ଼ି ହୋଇ ଥିବା ଅମରେଶ୍ଵର ନଗର,ପୁଣି ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମଧ୍ୟ ରହିଅଛି ।ଏ ସଂକ୍ରାନ୍ତରେ କହିବାକୁ ଗଲେ ଦୀର୍ଘ ୭/୮ ବର୍ଷ ଧରି ଯାହାରାସ୍ତା ତିଆରି ହୋଇଛି ସେତକ ରେ ଠପ୍।
ଏଠାରେ ଥିବା ସ୍ବର୍ଗ ଦ୍ଵାର ବୋଲି ନାମିତହୋଇ ଥିବା ଶ୍ମଶାନ ଭୂଇଁ ର ଦ୍ଵାର ଦେଶରେଆଣ୍ଠୁ ଏ ଲେଖାଏଁ ପାଣି, ସମ୍ମୁଖ ରେ ପୁତିମୟଦୁର୍ଗନ୍ଧ ଯୁକ୍ତ ନାଳ ର ଦୁର୍ଗନ୍ଧ ବାହାରୁଥିବା ବେଳେ,ବାଟ ରେ ଯାଉଥିବା ବାଟୋଇ ମାନଙ୍କୁଅସ୍ତବ୍ୟସ୍ତ କରିବା ର ପରିଲକ୍ଷିତ ହେଉଛି।ଅମରେଶ୍ଵର ନଗର ର ଅପର ପାର୍ଶ୍ଵ ରେ ଅବସ୍ଥିତ ଜଳଯୋଗାଣ ବିଭାଗ ଓ ଦିୱାନ ବନ୍ଧ ଓ ଅରବିନ୍ଦ ନଗର । ରାତି ପାହିଲେଅମରେଶ୍ଵର ସାହି ଦେଇ ଜନସାଧାରଣ ଙ୍କଯାତାୟତ କରିଥାନ୍ତି। କିନ୍ତୁ ବର୍ଷା ସମୟରେ
ରାସ୍ତା ଟି ଯାକ କାଦୁଆ । ଏଅଵସରରେଦେଖିବାକୁ ମିଳିଛି ଯେ,ଏନ୍ ଏ ସି ର ପ୍ରତ୍ୟେକ ୱାର୍ଡରେ ଫେବର ପଡିଛି । କିନ୍ତୁ
ଏ ସାହିରେ କୋୖଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିବା ଦୃଶ୍ୟ ସାମ୍ନା କୁ ଆସି ନାହିଁବୋଲି ଜନଶ୍ରୁତି ରୁ ଜଣାଯାଏ।
ଗଞ୍ଜାମ ଜିଲ୍ଲାର ଖଲିକୋଟ ରୁ ଶିବରାମ ଜେନା ଙ୍କ ରିପୋର୍ଟ ” ମନ୍ଥନ” ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ