ଖୋର୍ଦ୍ଧା ଆଜି ସନ୍ଧ୍ୟା ୬ ଘଣ୍ଟିକା ସମୟରେ ବିଡ଼ିଓ କଲୋନି ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ବିଜେପି କର୍ମୀଙ୍କ ନେତୃତ୍ୱରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସାଂସଦଙ୍କ ପୌର ପରିଷଦ ପ୍ରତିନିଧି ଦିଲୀପ କୁମାର ହୋତା,ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଗୋଦାବରୀଶ ମହାପାତ୍ର, ଖୋର୍ଦ୍ଧା ପୂର୍ବତନ ଜିଲ୍ଲାପରିଷଦ ପ୍ରଫୁଲ୍ଲ ଦଳେଇ, ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକ, ସୋବନ୍ ଘୋଷ, ଲଳିତ ସ୍ବାଇଁ ପ୍ରମୁଖ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ବିଜେପିର ବହୁ କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୁଚାର ରୁପେ କରାଯାଇଥିଲା
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ