Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଗାଡ଼ିରେ ଚାଲାଣ ହେଉଥିଲା କଇଁଛ

Spread the love

ମାଲକାନଗିରି:
ସାର ଗାଡ଼ିରେ ଚାଲାଣ ହେଉଥିଲା କଇଁଛ । ଜବତ କଲା ବନ ବିଭାଗ । ମାଲକାନଗିରି ରେ ପୁଣି କଇଁଛ ଚାଲାଣ । ଦୁଇଟି ପିକଅପ ରୁ ଜବତ ହେଲା 470 ଟି କଇଁଛ ।ଆନ୍ଦ୍ରପ୍ରଦେଶ ରେ ଓଡିଶା ଚାଲାଣ ବେଳେ ମୋଟୁ ସୀମାନ୍ତ ରୁ ଜବତ ହେଲା 470 ଟି କଇଁଛ । ଦୁଇ ପିକଅପ ଗାଡି ଜବତ ହେବା ସହ 4 ଜଣ କଇଁଛ ବେପାରୀ ଙ୍କୁ ଅଟକ ରଖିଛି mv79 ବନଖଣ୍ଡ ।

error: Content is protected !!
Breaking News