ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

Spread the love

ଆଜି କୋରାପୁଟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର, ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ କାର୍ଯ୍ୟକ୍ରମରେ ଜନତା ନିଜ ନିଜ ମତ ରଖଥିଲେ l ଏବଂ ସେହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଫିସର ମାନେ ଯୋଗ ଦେଇ ଥିଲେ l ଏହି ଅଭିଯୋଗ ଶିବିରରେ 40 ରୁ 50 ଜଣଙ୍କ ଅଭିଯୋଗ ଉପସ୍ଥାପନା କରି ଥିଲେ

error: Content is protected !!