ଜୟପୁର : ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ବାସନ ଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅ।ରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, କୋରାପୁଟ, ଉପଖଣ୍ଡ ଅ।ରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଅ।ରକ୍ଷୀ ଅଧିକ୍ଷକ, କୋରାପୁଟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜଣ ସ୍ବାସ୍ଥ୍ୟ ଅଧିକାରୀ ଡ଼. ସୁଶାନ୍ତ କୁମାର ଦାସ,, ଉପଜିଲ୍ଲାପାଳ ଜୟପୁର, ଶ୍ରୀ ପ୍ରଭାତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅଭିଯୋଗ ଶୁଣାଣିରେ ୧୦ ଗୋଟି ଗୋଷ୍ଟିଗତ ଓ ୨୫ ଗୋଟି ବ୍ୟକ୍ତିଗତ ସମୁଦାୟ ୩୫ ଗୋଟି ଅଭିଯୋଗ ଶୁଣାଣି ହୋଇ ଥିଲା । ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା, ଜମି ବିବାଦ, ରାସ୍ତା ସମସ୍ୟା ଇତ୍ୟାଦି ବିଷୟରେ ଆଜି ଅଭିଯୋଗ ଶୁଣାଣି କରି ଥିଲେ। ଏହି କ୍ରମରେ ଅନ୍ୟାନ୍ୟ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ରମେଶ ଚନ୍ଦ୍ର ସୋରେନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମୋହ।ପତ୍ର , ଜୟପୁର, ତହସିଲଦାର ଜୟପୁର, ଡ଼. ମୋନାଲିସ। ଆଚାର୍ଜି, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ସିଦ୍ଧାର୍ଥ ପଟନାୟକ, ଜିଲା ପଂଚାୟତ ଅଧିକାରୀ ଯୁଗଳ କିଶୋର ନାୟକ, PDDUDA ଦେବୀ ପ୍ରସାଦ ତାଳି, CSO, କୋରାପୁଟ ସର୍ବେଶ୍ଵର ନାୟକ, EE R&B ଶିରଧର ଖଣ୍ଡପାଣି, ଜୟପୁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର, ADWO, ବୈଶାଳୀ ଦୋରା, TPSODLର କର୍ମକର୍ତ୍ତା, ବିଦ୍ୟୁତ ବିଭାଗର କର୍ମକର୍ତ୍ତ।, ଅତିରିକ୍ତ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଶ୍ରୀ ସୁନିଲ କୁମାର ଜେନା, ଜୟପୁର, AFO ତ୍ରିବେଣୀ ପାତ୍ର, ଜୟପୁର ଓ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ