Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଜୟପୁର ଆରଏସଏସ ପକ୍ଷରୁ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ 

Spread the love

ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗୁରୁ ପୂର୍ଣମୀରେ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ ଶାରଦା ବିହାର ବିଦ୍ୟା ମନ୍ଦିରରେ ପାଳନ ହୋଇଛି l ଏହି ଅବସରରେ ମୁଖ୍ୟ ବକ୍ତା ପ୍ରାନ୍ତ ସେବା ପ୍ରମୁଖ ଦୀପକ ରାଉତ ଯୋଗ ଦେଇ ନିଜ ବକ୍ତବ୍ୟରେ ଗୁରୁ ପୂର୍ଣ୍ଣିମା ଏବଂ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ ପାଳନ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ l

ମଞ୍ଚାସିନ ମୁଖ୍ୟ ଅତିଥି ରୂପେ ରମେଶ ମିଶ୍ରଙ୍କ ସହ ନଗର ସଂଘ ଚାଳକ ଡ଼. ନିରଞ୍ଜନ ମିଶ୍ର ଏବଂ ନଗର କାର୍ଯ୍ୟବାହୋ ପ୍ରେମାନନ୍ଦ ନାୟକ ଥିଲେ l ସଂଘ ପ୍ରାଥନା ଏବଂ ବ୍ୟକ୍ତିଗତ ଗୀତ ସୁବ୍ରତ ପଣ୍ଡା ଗାନ କରିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା କାର୍ଯ୍ୟ ବାହ ସୁଦ୍ଧାଷ୍ଣୁ ପାଢ଼ୀ ନଗର କାର୍ଯ୍ୟ ବାହ ମନରଞ୍ଜନ ପ୍ରଧାନ, ଡମ୍ବୁରୁ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ସଂଚାଳନ କରିଥିଲେ l

error: Content is protected !!
Breaking News