ନୟାଗଡ , ନୟାଗଡ ବ୍ଲକ ଇଟାମାଟି ନାରାୟଣୀ ସରକାରୀ ଉଚ୍ଚବିଦ୍ୟାଳୟ ନାନା ସମସ୍ୟାରେ ଛନ୍ଦି ହୋଇପଡିଛି ଏଠାରେ ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ଦଶଟି କ୍ଲାସ ରହିଥିବା ବେଳେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠ ପଢ଼ାରେ ଅବବ୍ୟବସ୍ଥା ଦେଖାଦେଇଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀ କକ୍ଷ ବିପଦ ସଂକୁଳ ହେଇପଡ଼ିଛି ସ୍କୁଲ ପଛ ପାଖରେ ଥିବା ଘରର ଲାଟିନ ପାଣି ଆସି ବିପଦ ସଂକୁଳ ଘରେ ଜମାହେଉଛି ଇଟାମାଟି ପଂଚାୟତ ପଡିଆ ପାଣି ସ୍କୁଲ ଭିତରେ ବର୍ଷା ହେଲେ ପାଣି ଜମିରହି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି ବିପଦ ସଂକୁଳ ଶ୍ରେଣୀ ଗୃହରୁ ଛାତ୍ରୀଛାତ୍ରଙ୍କୁ ସ୍ଥାନାନ୍ତର କରାଯାଇ ଲାଇବ୍ରେରୀ କକ୍ଷପରି ବିଭିନ୍ନ କକ୍ଷରେ ଅବସ୍ଥାପିତ କରାଯାଇଛି
ସେପଟେ ବିପଦ ସଂକୁଳ ଶ୍ରେଣୀ କକ୍ଷକୁ ଭାଙ୍ଗିବାପାଇଁ ସ୍କୁଲ ପକ୍ଷରୁ ବାରମ୍ବାର ବି. ଡି. ଓ ବି. ଇ. ଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେମଧ୍ୟ ଏପର୍ଯ୍ୟନ୍ତ ସୁଫଳ ମିଳିନି ଅନ୍ୟପକ୍ଷେ ପ୍ରଧାନ ଶିକ୍ଷକ କଳ୍ପନା କୁମାରୀ ଦେବି ଭି ଆର ଏସ ପାଇଁ ଆବେଦନ କରି 2024ଏପ୍ରିଲ 1ରୁ ସ୍କୁଲକୁ ଆସୁନାହାନ୍ତି ସ୍କୁଲ ଦାଇତ୍ୟୁରେ ଜଣେ ସହକାରୀ ଶିକ୍ଷକ ଥିବାବେଳେ ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ କରିନଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ