ବୁଗୁଡ଼ା : ବୁଗୁଡ଼ା ଦଣ୍ଡକାଳୀ ମନ୍ଦିର ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଛି l ଏଠାକାର କାଳୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ କେଦାର ମହାରଣା , ଉପସଭାପତି ଭାବେ ୟୁ.ଯଜ୍ଞ ନାରାୟଣ ପାତ୍ର ଓ ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ପ୍ରଦ୍ୟୁମ୍ନ ପାତ୍ର, ଶରତ ଚନ୍ଦ୍ର ମହାରଣା, ପ୍ରଦୀପ ଦାଶ, ବନବାସୀ ମହାରଣା, ରଙ୍କନିଧି ପ୍ରଧାନ ଏବଂ ପରିଚାଳନା କମିଟିରେ ଅଶୋକ ଗୌଡ଼ , ପିଣ୍ଟୁ ଦଳେଇ, ଦିଲ୍ଲୀପ ସ୍ୱାଇଁ, ରିଙ୍କୁ ରାଉତ, ନଣ୍ଡା ନାଇକ, ବାବୁ ନାଇକ, ଟୁଟୁ ପଣ୍ଡା, ଆଲୋକ ଦାଶ, ମହେଶ୍ୱର ଘଡେଇ, ସୁଜନ ଦାଶ, ସୁନୀଲ ନାୟକ, ରାଜେଶ ବିଶ୍ୱାଳ, ଗୁରୁ ପ୍ରସାଦ ସାହୁ, ଶେଷଦେବ ପାତ୍ର, ଦିଲ୍ଲୀପ ପଟ୍ଟନାୟକ, ବାଉରୀ ସ୍ୱାଇଁ, ଅଭି ନାୟକ, ବାବୁଲା ପ୍ରଧାନ, ଶଙ୍କର ଦଳେଇ, ଦୁଃଖା ପାତ୍ର, ବାବୁଲା ପାତ୍ର, ସୁଦର୍ଶନ ନାୟକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି l
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର