ଭୁବନେଶ୍ବର ଅଞ୍ଚଳର ସମସ୍ୟାଗୁଡ଼ିକ ଉପରେ ତର୍ଜମା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେହି ପରିପ୍ରେକ୍ଷିରେ ଭୁବନେଶ୍ବର ଅଞ୍ଚଳର ଜନସାଧାରଣଙ୍କ ଲିଖିତ ଅଭିଯୋଗ ଏବଂ ମୁହାଁ ମୁହିଁ ଆଲୋଚନାକୁ ଗୁରୁତ୍ୱ ଦେଇ ସମସ୍ୟା ଗୁଡ଼ିକର ତର୍ଜମା କରିଥିଲେ ସାଂସଦ ଅପରାଜିତା। ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଈଥିଲେ ସାଧାରଣ ଜନତା। ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମହୋଦୟା ଜନଶୁଣାଣୀରେ ସାଧାରଣ ଜନତାଙ୍କୁ ନିର୍ଭର ପ୍ରତିଶୁତି ଦେଇଥିଲେ ସମସ୍ଯାର ସମାଧାନ କରିବା ପାଇଁ।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା