ମନ୍ତ୍ରୀ ଙ୍କ 5t ଯୋଜନା ନାଁରେ ହରିଲୁଟୁ କଥାକୁ ଜବାବ ଦେଲେ ଅଶ୍ୱନୀ କୁମାର ପାତ୍ର

Spread the love

ରାଜ୍ୟ ସରକାର ଙ୍କ ମନ୍ତ୍ରୀ ମହୋଦୟ କହିଛନ୍ତି 5 T ଯୋଜନରେ ଓଡିଶା ରେ ପ୍ରତେକ ପଂଚାୟତ କୁ 50.00000. ଲକ୍ଷ୍ୟ ଟଙ୍କା ଦିଆ ଯାଇଛି.5t ନାଁ ରେ ଅଫିସର ଓ ସରପଞ୍ଚ ମାନେ ହରି ଲୁଟୁ କରିଛନ୍ତି ତାହା ଖୁବୁଶୀଘ୍ର ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି.କେନ୍ଦ୍ରାପଡ଼ା ବ୍ଲକ ର ଗlଙ୍ଗାପଡ଼ ଗ୍ରାମ ପଂଚାୟତ ର ଵର୍ତମାନ ର ସରପଞ୍ଚ ତଥା ସରପଞ୍ଚ ମାନଙ୍କ ସଭାପତି ଅଶ୍ୱନୀ କୁମାର ପାତ୍ର କହିଛନ୍ତି. ରାଜ୍ୟ ସରକାର ଙ୍କ ମନ୍ତ୍ରୀ ମିଛ କହିଛନ୍ତି 5t ନାଁ ରେ 50.00000. ଲକ୍ଷ୍ୟ ଟଙ୍କା ପ୍ରତେକ ପଂଚାୟତ କୁ ଆସିନି. ଯାହା ଟଙ୍କା ଆସିଛି ଓଡିଶା ର ପ୍ରତେକ ବ୍ଲକ ରେ ସେ ଟଙ୍କା ରହିଥିଲା. ପଂଚାୟତ ରେ ଯାହା କାମ ଯେଉଁଠି ଆବଶ୍ୟକ ହୋଇଛି ସେଠି କାମ ହୋଇଛି . ଏବଂ ଯେଉଁ ମାନେ କାମ କରିଥିଲେ. ସେମାନେ ତାଙ୍କ ଟଙ୍କା ପାଇ ନାହାନ୍ତି.ପଂଚାୟତ ରେ ଆହୁରି ବହୁତ କାମ ହେବାକୁ ବାକି ଅଛି. ମନ୍ତ୍ରୀ ମହୋଦୟ ଏପରି ମିଛ ମନ୍ତବ୍ୟ ରୁ ନିବୃତ ରହିଲେ ଭଲ ହେବ ବୋଲି କହିବା ସହ ରାଜ୍ୟ ସରକାର ଙ୍କୁ ତଦନ୍ତ ରେ ଆମେ ମାନେ ସମ୍ପୂର୍ଣ ସହଯୋଗ କରିବୁ କହିଛନ୍ତି ବ୍ଲକ ସଭାପତି ଅଶ୍ୱନୀ କୁମାର ପାତ୍ର

କେନ୍ଦ୍ରାପଡ଼ା ରୁ ଭାବଗ୍ରାହୀ ବେହୁରା ଙ୍କ ସହ କବିତା ପ୍ରଧାନ.

error: Content is protected !!
Breaking News