Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଯାତ୍ରା ଜଗତରେ ଯୋଡି ହେଲା ଆଉ ଏକ ନୂତନ ଯାତ୍ରା ଅନୁଷ୍ଠାନ

Spread the love

ଚଳିତ ବର୍ଷ ନୂତନ କରି ଯାତ୍ରା ରଙ୍ଗ ତରଙ୍ଗ ଯାତ୍ରା ଅନୁଷ୍ଠାନ ପଦାର୍ପଣ କରିଛି। ରଞ୍ଜିତା ପାଣିଗ୍ରାହୀଙ୍କ ଏବଂ ତାଙ୍କ ପତି ବାପୁନି ବାବୁ ଏକ ନୂତନ ଯାତ୍ରା ଅନୁଷ୍ଠାନ ଆରମ୍ଭ କରିଛନ୍ତି। ସିରିଏଲ୍, ମେଗା ଧାରାବାହିକ ଓ ଯାତ୍ରା ଜଗତ କିଛି ନୂଆ ପୁରୁଣା କଳାକାର ମାନଙ୍କୁ ନେଇ ଆରମ୍ଭ କରିଛନ୍ତି ପାର୍ଟି।

ଓଡ଼ିଶା ଯାତ୍ରା ଦର୍ଶକ ମାନଙ୍କୁ ପୂର୍ବରୁ ଯେମିତି ନାଟକକୁ ସମସ୍ତେ ଗୁରୁତ୍ୱ ଦେବା ସହ ସମସ୍ତେ ଭଲ ପାଉଥିଲେ, ଏବେ ଫୁଣୀ ଦର୍ଶକ ମାନେ ନାଟକକୁ ଗୁରୁତ୍ଵ ଦେବେ ବୋଲି ଦର୍ଶକଙ୍କୁ ଦୃଢେକ୍ତି ଦେଇଥିଲେ ରଞ୍ଜିତା ପାଣିଗ୍ରାହୀ। ଗତକାଲି ପ୍ରଥମ ନାଟକ ସିଂହଦ୍ୱାର ଠାରୁ ସ୍ବର୍ଗଦ୍ଵାର ନାଟକ ଫାଇନାଲ ରିହେଲସେଲ୍ ଅନୁଷ୍ଠିତ ହୋଇଥିଲା। ଏହି ନାଟକକୁ ବହୁ ଯାତ୍ରା କମିଟି ଏବଂ ଆଖ ପାଖ ଅଞ୍ଚଳରୁ ବହୁ ଯାତ୍ରା ଦର୍ଶକ ଉପଭୋଗ କରିଥିଲେ

error: Content is protected !!
Breaking News