ଆଜିଶ୍ରାବଣ ମାସର ପ୍ରଥମ ସୋମବାର କୃଷ୍ଣ ପ୍ରତିପଦା ସାରା ଓଡିଶା ବୋଲ୍ ବମ୍,ବୋଲ୍ ବମ୍, ଧ୍ୱନିରେ ପ୍ରକମ୍ପିତ ! ସମସ୍ତ ଜିଲ୍ଲା କୋଣ ଅନୁକୋଣ ରୁ ଭକ୍ତ ସମାଗମ ଦେଖିବାକୁ ମିଲୁଛି ! ସମସ୍ତ ଶୈବପୀଠ ମାନଙ୍କରେ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଲୁଛି ! ସମସ୍ତଙ୍କ ମନରେ ଇଶ୍ୱରୀୟ ଭକ୍ତି ଜାଗ୍ରତ ହେଉଛି ଛୋଟରୁ ବଡ ସମସ୍ତେ ଇଶ୍ୱର ଭକ୍ତିରେ ନିଜକୁ ହଜାଇ ଦେଇ ଝିପି ଝିପି ବର୍ଷାର ମଜାନେଉଛନ୍ତି !
ରାତି ୪ ଟାରୁ ମନ୍ଦିର ସମ୍ମୁଖରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଲାଇନ୍ ରେଛିଡା ହୋଇ ଶିବଙ୍କ ମସ୍ତକରେ ଟିକେ ଜଳାଭିଶେଖ କରିବାପାଇଁ ନିଜକୁ ଇଶ୍ୱର ପ୍ରେମରେ ସମର୍ପଣ କରିଛନ୍ତି ବୋଲବମ୍ ଭକ୍ତ ! ଯୁଆଡେ ଦେଖିଲେ ଗେରୁଆମୟ ହାତରେ କାଉଡ଼ି ଭାର,ଡମ୍ବରୁ ତ୍ରିଶୂଳ ଧରି ଗୋଟେ ମନ୍ଦିରରୁ ଅନ୍ୟମନ୍ଦିର କୁ ପାଦରେ ସହ, ସହ କିଲୋମିଟର ଚାଲି, ଚାଲି ଟିକେ ଶିବଙ୍କ ମସ୍ତକରେ କେମିତି ପାଣି ଢାଳିପାରିବେ ସମସ୍ତ ଶ୍ରଦ୍ଧାଲୁ ମନରେ ଇଚ୍ଛା ଉତ୍କଣ୍ଠା ଭରିରହିଛି !
ବଲାଙ୍ଗୀର୍ ପାଟଣାଗଡ଼ ରୁ ସାଗର୍ ବରିହାଙ୍କ ରିପୋର୍ଟ୍ ମନ୍ଥନ live
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା