ଖଲ୍ଲିକୋଟ: ଶ୍ରାବଣ ମାସ ରେ ପ୍ରଥମ ସୋମବାର ଦିନ ଠାରୁ ଆରମ୍ଭ କରି ମାସର ପ୍ରତ୍ୟେକ ସୋମବାର ମାନଙ୍କରେ ଶିବାଳୟ ମନ୍ଦିରରେ ବୋଲବମ୍ ଭକ୍ତ ଙ୍କ ସମାଗମ ହୋଇ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଖଲ୍ଲିକୋଟ ର
ଶ୍ରୀ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିର ର
ପରିବେଶ ନିଆରା । ଆଜି ସ୍ଥାନୀୟ ଖଲ୍ଲିକୋଟ ବରାଳ ବାଲୁଙ୍କେଶ୍ୱର ମନ୍ଦିର ଚଳଚଞ୍ଚଳ ହେବାର ଦୃଶ୍ୟ ପରିଲକ୍ଷିତ ହେଉଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ବୋଲବମ୍ ଭକ୍ତ ଙ୍କ ଆଗମନ ରେ ମନ୍ଦିର ର ପରିବେଶ ଖୁବ୍ ଝକାସ ଦେଖା ଯାଉଛି।
ଖଲ୍ଲିକୋଟ ର ସ୍ଥାନୀୟ ଲୋକମାନେ ତଥା
ମନ୍ଦିର ପରିଚାଳନା କମିଟି ର ସ୍ବେଚ୍ଛାସେବୀ ସଂଗଠନ ର ଭକ୍ତମାନେ ପ୍ରସାଦ ସେବନ ର ଆୟୋଜନ କରିଛନ୍ତି ବୋଲି ଜଣାପଡିଛି।
ଖଲ୍ଲିକୋଟ ରୁ ମନ୍ଥନ ରିପୋର୍ଟ ର ଶିବରାମ ଜେନା।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା