ହରିଅନ୍ତl ପଞ୍ଚାୟତରେ ଅରିନ୍ଦମ ରାୟଙ୍କ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ

Spread the love

ହରିଅନ୍ତl ପଞ୍ଚାୟତ ରେ ଅରିନ୍ଦମ ରାୟ ଙ୍କ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି, ଟାଙ୍ଗୀ-ଚୌଦ୍ଵାର 21,7 ଟାଙ୍ଗୀ, ଚୌଦ୍ଵାର ବ୍ଲକ ଅନ୍ତର୍ଗତ ହରିଅନ୍ତl ପଞ୍ଚାୟତ ରେ ସାଲେପୁର ଟାଙ୍ଗୀ ବିଜେପି ନେତା ଅରିନ୍ଦମ ରାୟ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l

ସ୍ଥାନୀୟ ବ୍ରାହ୍ମଣୀ ଦେବୀ ମନ୍ଦିର ଠାରେ ହରିଅନ୍ତl ପଞ୍ଚାୟତ ସଭାପତି ଶ୍ରୀ ସୁବୋଧ ରାଉତରାୟ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରାୟ ଙ୍କ ସହିତ ମଣ୍ଡଳ ସଭାପତି ଲକ୍ଷ୍ମଣ ସାହୁ ଓ ବରିଷ୍ଠ ସଂଗଠକ ଗୌରାଙ୍ଗ ଚରଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହି କେଉଁ ୱାର୍ଡ଼ ରୁ କେତେ ଭୋଟ ବିଜେପି ସପକ୍ଷରେ ମିଳିଥିଲା ତାହାକୁ ନେଇ ଏକ ସମୀକ୍ଷା କରାଯାଇଥିଲା, ହରିଅନ୍ତl ପଞ୍ଚାୟତ ର ପୂର୍ବତନ ମଣ୍ଡଳ ସଭାପତି ଦେବାଶିଷ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ତାପସ ରାଉତରାୟ, ଅମରେନ୍ଦ୍ର ରାଉତରାୟ, ରମାକାନ୍ତ ରାଉତରାୟ, ଦେବାଶିଷ ପ୍ରଧାନ,ଧୀରେନ୍ଦ୍ର ଦାସ, ବିଜୟ ଖୁଣ୍ଟିଆ ପୁରୁଷୋତ୍ତମ ଖୁଣ୍ଟିଆ,ପବିତ୍ର ଦାସ, ଗିରିଧାରୀ ଗୋଚ୍ଛାୟତ, ତୁଷାର ସାହୁ,ଦିଲ୍ଲିପ କୁମାର ମଲ୍ଲିକ, ଅନିରୋଧ ବିଶ୍ଵାଳ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ଲ

ଏହା ସହ ବିଜେପି କର୍ମୀମାନେ ନିଜନିଜ ୱାର୍ଡ଼ ରେ ଥିବା ବିଭିନ୍ନ ସମସ୍ୟକୁନେଇ ଅରିନ୍ଦମ ରାୟଙ୍କ ଆଗରେ ପ୍ରକାଶ କରିଥିବା ବେଳେ ଏହାକୁ ଶୀଘ୍ର ପ୍ରସାଶନିକ ସ୍ତରରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

error: Content is protected !!
Breaking News