Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଦିବ୍ୟାଙ୍ଗଙ୍କୁ ସମ୍ମାନ ଜଣାଇ ମୋଦୀଙ୍କ ଜନ୍ମ ଦିନରେ ବୃକ୍ଷରୋପଣ

Spread the love

ଛତ୍ରପୁର, ୧୮/୯ (ଅଭିଜିତ କର): ଦେଶର ଜସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ଛତ୍ରପୁର ଅନ୍ତର୍ଗତ ବାଲିବଗଡ ଠାରେ ଅବସ୍ଥିତ ସମର୍ଥ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ସଖୀ ଫାଉଣ୍ଡେସନ ବ୍ରହ୍ମପୁରର ପ୍ରତିଷ୍ଠାତା ସ୍ବିଟି ସାହୁଙ୍କ ପ୍ରଚେଷ୍ଟାରେ “ଏକ ପେଡ, ମାଁ କେ ନାମ ୨.୦” ମାଧ୍ୟମରେ ବୃକ୍ଷ ରୋପଣ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ଅନ୍ନ ପ୍ରସାଦ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭଗବାନ ବେହେରା, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂଯୋଜକ ତ୍ରିଦେବ ରେଡ୍ଡୀ, ସମାଜସେବୀ କାମରାଜୁ ରେଡ୍ଡୀ, ଶ୍ରୀନିବାସ, ସମର୍ଥ ଅନୁଷ୍ଠାନର ଶିକ୍ଷକ ଶଙ୍କର ମହାନ୍ତି, ରାଜେଶ୍ଵରୀ, ସଖୀ ଫାଉଣ୍ଡେସନର ସଦସ୍ୟା କାଜଲ କିନ୍ନର, ଛବି କିନ୍ନର, ରେଶ୍ମା କିନ୍ନର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ।

You may have missed

error: Content is protected !!
Breaking News