ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ୬୩ ନମ୍ବର କୁଦପାଳ ଛକ ନିକଟରେ ଜାତୀୟ ରାଜପଥରେ ଘଟିଛି ମର୍ମଦୂତ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଷଣ୍ଢପାଳ ଗ୍ରାମର କିଶୋରୀ ନାୟକ ମୃତ , ଘଟଣାରୁ ପ୍ରକାଶ ବିଳମ୍ବିତ ରାତିରେ କୋଶଳା ଗ୍ରାମକୁ ଯାତ୍ରା ପଡ଼ିଆକୁ ନାଚ ଦେଖି ଯାଉଥିବା ବେଳେ କୁଦପାଳ ଛକ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇଥିବା ବେଳେ ଘଟଣା ସ୍ଥଳରେ ଯୁବକ ଙ୍କ ମୃତ ହୋଇଥିବା ସୂଚନା , ଏପଟେ କ୍ଷତି ପୂରଣ ଦାବିରେ ପରିବାର ଲୋକ ଏବଂ ଗ୍ରାମବାସୀ ଙ୍କ ତରଫରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି l ଆନ୍ଦୋଳନ ସ୍ଥଳରେ ନିଶା ଇଣ୍ଡଷ୍ଟିଆଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି l
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ