ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ମାଛ ମଡ଼କ, ଜାହାକୁ ନେଇ ବଡ଼ ବନ୍ଧ ସୂତ୍ର ଆକାରରେ ପାଇ ମାଛ ଛାଡିଥିବା ଉକ୍ତ ଗ୍ରାମର ଗୋପୀନାଥ ଏସ ଏ ଚ ଜି ଗ୍ରୁପ ଋଣ ଭାରପରିଶୋଧ କୁ ନେଇ ଛାନିଆ ଓ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି l ଉକ୍ତ ପୋଖରୀ ତୁଠ ରେ ଏନେଇ ଏସ ଏ ଚ ଜି ର ସମ୍ପାଦକ ଚନ୍ଦ୍ରକାନ୍ତି କୁହନ୍ତି, (୧,୬୬୦୦୦ ଏକଲକ୍ଷ ଛଅଷଠି ହଜାର ଟଙ୍କା) ଦେଇ ଲିଜି ଆଣିବା ସହ ଲକ୍ଷ୍ୟା ଧିକ ଟଙ୍କାର ଯାଆଁଳା ଛାଡିଥିଲୁ l କିନ୍ତୁ ଆଜକୁ ତିନିଦିନ ଧରି ବନ୍ଧରେ ମାଛ ମଡ଼କ ଲାଗିରହିଥିବାରୁ ଆମ ଏସ ଏ ଚ ଜି ମା ମାନେ ଭୟଭୀତ ହୋଇଯାଇଅଛନ୍ତି।
ଏଣୁ ଆମ୍ଭେ ପ୍ରଶାସନ ପାଖରେ ଅନୁରୋଧ କରୁ ଅଛୁ କି ଆମ ଗ୍ରୁପ କୁ ପ୍ରଶାସନ ଜରିଆରେ କିଛି ସାହାଯ୍ୟ ଓ ସହଯୋଗ ହୋଇପାରିବ ତାହା ହେଲେ ଆମ ଗ୍ରୁପ ପୁଣି ମାଛ ଜାଆଁଳା ଆଣି ବନ୍ଧରେ ଛାଡି ଚାଷ କରିପାରିବୁ l ଏଠାରେ ଦେଖି ବାକୁ ବାକି ରହିଲା ପ୍ରଶାସନ ଏସ ଏ ଚ ଜି ମାନଙ୍କ ପାଇଁ ବିଭିନ୍ନ ମାଳ, ମାଳ ଯୋଜନାଥିବା ସ୍ଥଳେ ଏହାର ପ୍ରତିକାର ସ୍ୱରୂପ କଣ ସହଯୋଗ ମିଳିପାରୁଛି ଏହି ଗ୍ରୁପ ପାଇଁ, ଦେଖି ବାକୁ ବାକି ରହିଲା l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ