Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଆକାଶ ଦର ପନିପାରିବା

Spread the love

ସୁନ୍ଦରଗଡ଼ ଜିଲ୍ଲା କୋଇଡାର ବ୍ଲକ ଡେଲି ମାର୍କେଟ କଥା । ଦୀର୍ଘ ୨ରୁ ୩ମାସ ପୂର୍ବରୁ ଅଧିକ ଦରରେ ବିକ୍ରି ହୋଇଛି ପନି ପରିବା। ଆଳୁକିଲୋ ପ୍ରତି 50 ଟମାଟର 80 କୋବି 100 କଲରା 60 ଏମିତି ସବୁ ପନିପରିବା ଦିନକୁ ଦିନ ବଢ଼ି ଚାଲିଛି l ବିଶେଷ କରି ପରିବାର ମାନଙ୍କରେ ଆଳୁହିଁ ମୁଖ୍ୟ, କିନ୍ତୁ ଏଠିତାହାର ମୂଲ୍ୟ ୫୦ଟଙ୍କା, ଜଣେ ସାଧାରଣ ଲୋକ ପାଁଇ ଚଳିବା କଷ୍ଟକର ହୋଇଯାଉଛି,ଏହି ପରି ଅଧିକ ଦର ହୋବାରୁ। ଦିନୋ ମଜୁରୀ ଲୋକ ଦିନକୁ ଯାହାର 300 ଟଙ୍କା ଆୟ ରେ ପନିପରିବା କିଣି ଖାଇବା ପାଁଇ ବହୁତ କଷ୍ଟ ଦାୟକ ହୋଇ ପଡୁଛି । ଏଥିପ୍ରତି ସରକାରଙ୍କ ଦୃଷ୍ଟିଆକର୍ଷଣ ହେଲେ, ସାଧାରଣ ଲୋକଟିର କଷ୍ଟ ଦୂର ହେବବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ଏବଂ ସରକାରଙ୍କୁ ଅନୁରୋଧ ଏହି ସମସ୍ୟାର ଯଥା ଶୀଘ୍ର ସମାଧାନ କଲେ ଗରିବ ଲୋକଙ୍କ ଦୁଃଖ ଦୂର ହେବ l

error: Content is protected !!
Breaking News