ବହୁ ଚୋର୍ଚ୍ଚିତ ମୁକୁନ୍ଦପ୍ରସାଦ ଏମ ଡି ସାଜିଦ ହତ୍ୟାକାଣ୍ଡର ସିନ -ରିକ୍ରେସନ ଆଜି ମଧ୍ୟାନ ସମୟରେ ହୋଇଥିବା ଜଣାପଡିଛି. ପ୍ରକାଶ ଯେ ଏହି ହତ୍ୟାକାଣ୍ଡ କୁ 6ଦିନ ବିତିଯାଇଥିଲେ ମଧ୍ୟ ସବ -କଲେକ୍ଟର ସେଠାରେ ଧାରା 163ଲାଗୁ କରିଥିବାରୁ ଦୋକାନ -ବଜାର ସବୁ ବନ୍ଦ ରହିଅଛି. ସ୍କୁଲ -କଲେଜ ପ୍ରଭୁର୍ତି ବନ୍ଦ କରିଦିଆଯାଇଛି. ଏପରି କି ଶାନ୍ତି -ଶୁଙ୍ଖଳା ଠିକ ରେ ନ ଫେରିବା ଯାଏଁ କଲେଜ ହଷ୍ଟେଲ ଖାଲିକରୀ ଦିଆଯାଇଛି. ହତ୍ୟାର 48ଘଣ୍ଟା ମଧ୍ୟରେ ପୋଲିସ ଆସାମୀ ମାନଙ୍କୁ ଗିରଫ କରି କୋଟ ଫୋରୱାର୍ଡ କରିଥିବା ବେଳେ ଆଜି ପୋଲିସ ଦୁଇ ଦିନିଆ ରିମାଣ୍ଡ ରେ ଆଣି ଅଧିକା ପଚରା -ଉଚରା କରିବା ସହ ତିନି ଆସାମୀକୁ ଧରି ସିନ -ରିକ୍ରେସନ କରୁଥିବା ଦେଖିବାକୁ ମିଳିଥିଲା. ତିନି ଆସାମୀ ଦ୍ୱୟ ହେଲେ ମୁକୁନ୍ଦପ୍ରସାଦ ପୋଡ଼ାସାହି ଅଞ୍ଚଳର ବିଶ୍ୱଜିତ ମହାରଣା ଓ ମୁକେଶ ସେଠି. ଜଗସିହୋପୁର ଜ଼ିଲ୍ଲା ଅନ୍ତୋରଗତ ଆଶିଷ ପଟନାୟକ. ସମସ୍ତ ଆସାମୀ ମାନଙ୍କୁ ଶିଲପାଞ୍ଚଳ ଥାନା ପୋଲିସ ପ୍ରଶାସନ ତତ୍ଵାବଧାନରେ ଏହି ସିନ -ରିକ୍ରେସନ କରାଯାଇଛି ପ୍ରକାଶ ଯୋଗ୍ୟ ଗତ ୨୫ ତାରିଖ ଦ୍ୱିପ୍ରହର ସମୟରେ ଦୃର୍ବୁତ୍ତ ମାନେ ସ୍ଥାନୀୟ ମହମ୍ମଦ ସାଜୁ କୁ ସଂଘବଧ ଆକ୍ରମଣ କରି ହତ୍ୟା କରିଥିଲେ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ