ବାଂଲାଦେଶୀ ହଟାଓ ଦେଶ ବଞ୍ଚାଅ

Spread the love

ମୋରଡ଼ା : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବିକାଶ ମଞ୍ଚ ପକ୍ଷରୁ ଘୋର ନିନ୍ଦା କରିବାସହ ବାଂଲାଦେଶୀ ଅନୁପ୍ରବେସକାରୀଙ୍କୁ ଚିହ୍ନଟ କରିବା ପାଇଁ ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ କରିବା ସହ ସଚେତନତା ରାଲୀ ହୋଇଥିଲା। ବାହାର ଦେଶରୁ ଓ ଅନ୍ୟ ରାଜ୍ୟରୁ ମୁସଲମାନ ଅନୁପ୍ରବେଶକାରି ମାନେ ଆସି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟୀ ,ରାଜାମିସ୍ତ୍ରୀ ଓ ଶ୍ରମିକ ଭାବାରେ କାର୍ଯ୍ୟ
କରିବା ସହ ଫେରିବାଲା, ସୁନୂପାମ୍ପିଡିବାଲା ଭେଶରେ ଗାଁ ଗାଁ ବୁଲି ବିକ୍ରୀ କରୁଛନ୍ତି। କିନ୍ତୁ ସେମାନଙ୍କ ଲକ୍ଷ୍ୟ ଅଲଗା ଵାହୁ ବାର ହିନ୍ଦୁ ମା ଭଉଣୀଙ୍କ ଉପରେ ଖରାପ ନଜର ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରୋଣ କରି ନେଉଛନ୍ତି। ହିନ୍ଦୁ ସନାତନି ଜାଗ୍ରତ ହେଲେ ଦେଶରେ ଯେତେ ସବୁ ରହିଙ୍ଗିଆ ମୁସଲିମ, ବାଂଲାଦେଶୀ ମୁସଲିମ ମାନେ ଅଛନ୍ତୀ ତାଙ୍କର ଆଧାର କାର୍ଡ ଓ ଭୋଟର କାର୍ଡ ଯାଞ୍ଚ କରି ଏ ଦେଶରୁ ତଡ଼ିଦିଆ ଜାଉ ଓ ବଙ୍ଗଳାଦେଶରେ କିପରି ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ସୁରକ୍ଷା ଦିଆଯିବ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରଥମେ ଶୁଳିଆପଦା ବିକାଶ ମଞ୍ଚର ସମସ୍ତ ସଦସ୍ୟ ଶୁଳିଆପଦା ଦୁର୍ଗାପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଈ ଦେଶ ଓ ମାତୃଭୂମି ସହିତ ବାଂଲାଦେଶରେ ହିନ୍ଦୁ ଭାଈ ଭଉଣୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବାଂଲାଦେଶରେ ହିନ୍ଦୁ ଭାଈ ଭଉଣୀ ମାନେ କିପରି ସୁରକ୍ଷା ପାଇପାରିବେ ଶେ ବିଷୟରେ ଆଲେଚନା କରିଥିଲେ। ବୌଠକ ସରିବା ପରେ ଜୟ ଶ୍ରୀ ରାମ,ବାଂଲାଦେଶୀ ହଟାଓ ଦେଶ ବଞ୍ଚାଅ ସ୍ଲୋଗାନ ଦେଇ ଶୁଳିଆପଦା, କୋଷ୍ଠା ବଜାର ପରିକ୍ରମା ସହିତ ଏକ ବିରାଟ ବାଇକ ରେଲି ମାଧ୍ୟମରେ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ସଚେତନ କରାଇଥିଲେ। ପରିଶେଷରେ ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ଶୁଳିଆପଦା ବିକାଶ ମଞ୍ଚର ସଦସ୍ୟ ମାନେ। ସୁକୁମାର ଦାସ, ଭଜନ ଲାଲ୍ ବେହେରା, ମନୋରଞ୍ଜନ ଦତ୍ତ, ସୁନିଲ ମୁଖୀ , ମନଜ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ହାଁସଦା, ହରେନ୍ଦ୍ର ସି, ଚନ୍ଦନ ଦାସ, ଦୁଃଖୀରାମ ନାଏକ, ଜଗନ୍ନାଥ ଗିରି, ମୃତ୍ୟୁଞ୍ଜୟ ସର୍ଦ୍ଦାର, ରଣେନ୍ଦ୍ର ପ୍ରତାପ ନାଏକ, ରାହୁଲ ଗିରି, ବିଶ୍ୱଜିତ ଦା ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

error: Content is protected !!