ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ସମେତ ଆଖପାଖ ଅଂଚଳ ରେ ଗତକାଲି ଠାରୁ ବର୍ଷା ଲାଗି ରହିଛି l ବର୍ଷାର ପ୍ରଭାବରେ ଲୋକେ ଘରୁ ବାହାରକୁ ବାହାରିପାରୁନାହାନ୍ତି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ନିକଟରେ ବର୍ଷା ଯୋଗୁଁ ଏକ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା l ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପହଂଚି ଗଛ କାଟି ରାସ୍ତା ସଫା କରୁଛି l ସେହିପରି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଂଚି ବିଦ୍ୟୁତ ସଂଯୋଗ କରୁଥିବା ଦେଖିବାକୁ ମିଳିଛି l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ