ବଦଳିବ ଭୁବନେଶ୍ବର ବିମାନ ବନ୍ଦରର ରୂପରେଖ। ଭୁବନେଶ୍ବରରେ ହେବ ନୂଆ ଟର୍ମିନାଲ, ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ହେବ। ୨ ବର୍ଷରେ ନିର୍ମାଣ ଯୋଜନା, ଖୁବଶୀଘ୍ର ହେବ। ରନୱେ କ୍ୟାଟ୍ ଟୁ ଲାଇଟ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା। ବର୍ଷେ ଭିତରେ ଭୁବନେଶ୍ବର ବିମାନ ବନ୍ଦର କ୍ଷମତା ୮୦ ଲକ୍ଷ ହେବ। ଏବେ ଭୁବନେଶ୍ବରରୁ ୨୦ ଟି ସହରକୁ ବିମାନ ଯାଉଛି, ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ବିମାନ ଯାଉଛି। ଅନ୍ୟ ସ୍ଥାନକୁ ଉଡ଼ାଣ ପାଇଁ ଆଲୋଚନା କରାଯିବ।
ଧିରେନ ପ୍ରତିହାରି, ଜଟଣୀ
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ