କାରଗିଲ ବିଜୟ ଦିବସ ଉପଲକ୍ଷେ, ଆମ ବୀର ଯବାନମାନଙ୍କ ବୀରତ୍ବ ଗାଥାକୁ ମନେ ପକାଇ ଆଜି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଧାମନଗରରୁ ଷେଣ୍ଢପୁର ଯାଏଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତମାତାର ସୁରକ୍ଷାରେ ଅସୀମ ସାହସ, ତ୍ୟାଗ ଓ ବଳିଦାନ ଦର୍ଶାଇଥିବା ପ୍ରତିଟି ବୀର ସୁପୁତ୍ର ଏବଂ ତାଙ୍କ ପରିବାରବର୍ଗଙ୍କୁ ହୃଦୟଭରା ପ୍ରଣାମ ଜଣାଇଛନ୍ତି ମାନ୍ୟବର ମନ୍ତ୍ରୀ ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର