ବାକି ସମୟ ଗାଁ ମାଟି ପାଇଁ କରିବେ ସେବା
ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ସ୍ୱର୍ଗତ ଅଭିମନ୍ୟୁ ସାହୁ ଙ୍କ ବଡ଼ପୁଅ ହୁର୍ଷିକେଶ ସାହୁ ଙ୍କୁ ଭୁବନେଶ୍ବର ମୁନିସିପାଲିଟ କର୍ପୋରେସନ ର ଏଜୁକେଟିଭ ଇଂଜିନିୟରିଂ ଭାବେ ଦିର୍ଘ ବର୍ଷ ଧରି ନିରବ ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିଲେ। ଗତକାଲି (B, M C) ସଭା ଗ୍ରୁହରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ଏକାଧାରରେ ପରୋପକାରୀ, ମେଳାପୀ ଓ ସମୟାନୁବର୍ତିତା ସହିତ ବାହାଡ଼ା ଝୋଲା ଅଂଚଳର ଅସହାୟ ଗରିବ ଲୋକଙ୍କ ସାହାଯ୍ୟ କରିବା ସହିତ ବାହାଡ଼ା ଝୋଲା ପଂଚାୟତର ବିଭିନ୍ନ ମନ୍ଦିର ବିଦ୍ୟାଳୟ କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି
ଆଜି ଅବସର କାଳିନ ସମ୍ବର୍ଧନା ଉତ୍ସବ ରେ B M C ମେୟର ସୁଲୋଚନା ଦାସ ଉତରିୟ ସହିତ ରାମଚନ୍ଦ୍ର ଙ୍କ ଏକ ମୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ ଏଥିରେ ସମସ୍ତ ଷ୍ଟାଫ୍ ଉପସ୍ଥିତ ରହିଥିଲେ। ହୁର୍ଷିକେଶ ସାହୁ କୁହନ୍ତି ଚାକିରି କାଳ ମଧ୍ୟରେ ନିଷ୍ଠାର ସହିତ କାର୍ଯ୍ୟ କରିଛି ବାକି ସମୟ ବାହାଡ଼ା ଝୋଲା ପଂଚାୟତର ଅସହାୟ ଗରିବ ଲୋକଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ