Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମୁଖ୍ୟ ଖବର

ଖୋର୍ଦ୍ଧା- ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଗୁଡିକ ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l...

ଚଳିତ ବର୍ଷ ନୂତନ କରି ଯାତ୍ରା ରଙ୍ଗ ତରଙ୍ଗ ଯାତ୍ରା ଅନୁଷ୍ଠାନ ପଦାର୍ପଣ କରିଛି। ରଞ୍ଜିତା ପାଣିଗ୍ରାହୀଙ୍କ ଏବଂ ତାଙ୍କ ପତି ବାପୁନି ବାବୁ ଏକ ନୂତନ...

ଥୁଆମୂଲ ରାମପୁର : ଆମ ଭାରତ ସରକାର ଡିଜିଟାଲ ଇଣ୍ଡିଆର ର ଦିବା ସ୍ବପ୍ନ ଦେଖୁଥିବା ବେଳେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ପାହାଡ଼, ଦୁର୍ଗମ, ଅପହଞ୍ଚ ଉପାନ୍ତ...

ଗଣମାଧ୍ୟମ ଖବର ପ୍ରକାଶନକୁ ନାହିଁ ଭୃକ୍ଷେପଦଶପଲ୍ଲା : ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କୁ ମାନୁ ନାହାନ୍ତି ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ...

ବନ ବିଭାଗ ପକ୍ଷରୁ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି।ବନ ବିଭାଗ ପକ୍ଷରୁ ଓଆର...

ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ,୩ ଗଞ୍ଜେଇ ମାଫିଆ ଗିରଫ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ...

ବାରିପଦା - ତା :- ୨୨/୦୭/୨୦୨୪ ରିଖ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବେତନଟୀ ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଭା ପୂଜନ...

ବଲାଙ୍ଗିର : ୩ ଦଫା ଦାବି ନେଇ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ ନିଖିଳ ଓଡିଶା ପୌର ୱାର୍ଡ କୋର୍ଡିନେଟର ୟୁନିଅନ। ବିଭିନ୍ନ...

ବଲାଙ୍ଗିର ପୌର ପରିଷଦ ର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବି ନେଇ ଅତିରିକ୍ତ...

ବୁଗୁଡ଼ା : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦଳ ଦଳ...

error: Content is protected !!
Breaking News