କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ନିମଖଣ୍ଡି, ଲୋଚାପଡା, ଗୁରୁଣ୍ଠି, ଭାବିନିପୁର ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ବିଭୁତିଭୁଷଣ ଜେନା। ପ୍ରତି ପଞ୍ଚାୟତ ରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ କରିଥିଲେ। କମିିଟି ମାଧ୍ୟମରେ ଅଚଂଳ ଗୁଡିକର କି କି ସମସା ରହିଛି ସେଗୁଡିକର ତାଲିକା କରି ଜଣାଇବାପାଇ କହିଥୀଲେ ।
କାର୍ଯ୍ୟକ୍ରମ ରେ ଲୋଚାପଡା ସରପଞ୍ଚ ଏଲ .ମୋହନ ଦାସ, ସମିତିସଭ୍ୟ ଚଣ୍ଡୀ ଚରଣ ସାହୁ, ନିମଖଣ୍ଡି ସରପଞ୍ଚ ଶଶୀ ବେହେରା,ଜିଲ୍ଲା କୃଷକମୋଚା ସଭାପତି ମହନ୍ତ ଚିନ୍ମୟାନଂଦ ମହାରାଜ, ଗୁରୁଣ୍ଠି ସରପଞ୍ଚ ମାଗତା ପାତ୍ର, ଗୁରୁଣ୍ଠି ସମିତିସଭ୍ୟା ରାଜଲକ୍ଷ୍ମୀ , ଅଶ୍ୱନୀ ସାହୁ,ଜିଲ୍ଲା ଯୁବ ମୋର୍ଚା ଉପସଭାପତି କେ ଚନ୍ଦ୍ର ଶେଖର ଦାସ, ପିଣ୍ଟୁ ସାବତ,ନାୟବ ସରପଞ୍ଚ ବିଷ୍ଣୁ ସେଠି, କେ ସନ୍ତୋଷ ଦାସ, ପ୍ରକାଶ ସେଠି,ମୋହନ ପାତ୍ର, କେ ଆଶିଷ ଦାସ, କେଶବ ବେହେରା, ବିଷ୍ଣୁ ନାୟକ,ଟୁଟୁ ନାୟକ, ପ୍ରଭାତ ନାୟକ,ଦେବାଶିଷ ନାୟକ ଙ୍କ ସହ ଅଙ୍ଗନବାଡି କର୍ମୀ, ବହୁ ବିଜେପି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ମାଆଙ୍କ ନାମ ରେ ଗଛଟିଏ ଲଗାଇବା ପାଇଁ ନିବେଦନ କରିବା ସହ ମନ୍ଦିର ପରିସରରେ ସରପଚଂ,ସମିତିସଭ୍ୟାକଂ ପୁତିନିଧୀ ବୃକ୍ଷ ରୋପଣ କରିଥୀଲେ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ