Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଛତାବର ଟୋଲଗେଟ ପାଲଟିଛି ଦେହ ବେପାରର ମୁଖ୍ୟ ସ୍ଥଳୀ !

Spread the love

– ସାମିଲ ଅଛନ୍ତି ବାଂଲାଦେଶୀ ରୁ ଆସିଥିବା କିଛି କିନ୍ନର !

  • ଧୀରେ ଧୀରେ ଖୋଲୁଛି ଶଶୁର ଏବଂ ଜୋଇଁ ଙ୍କ ଗୁମର !
  • . କାହା ଛତ୍ର ଛାୟା ତଳେ ଚାଲିଛି ଅନେଇତିକ କାର୍ଯ୍ୟ ! . ଗୋ ମାଫିଆ ଙ୍କ ସହ ସାମିଲ ଅଛନ୍ତି ଶଶୁର ଓ ଜୋଇଁ ! . ଦୀର୍ଘ ଦିନର ଚାଲିଥିବା ଏହି କଳା ବଜାରୀ ର ଗୁମର ଖୋଲିଚି ଭଦ୍ରକ କିନର ସଙ୍ଘ ! . କିଏ ସେ ଶଶୁର ଜୋଇଁ !

.ଧଳା ଯହର ଠୁ ଆରମ୍ଭ କରି ସମସ୍ତ ଅନେଇତିକ କାର୍ଯ୍ୟ ରେ ସାମିଲ ଏହି ସଂଘ!

. ଭଲକି ନଜର ପକାନ୍ତୁ ଏହି ଭଦ୍ର ମୁଖା ତଳେ ଥିବା ରାକ୍ଷସ କୁ

ଆଜ୍ଞା ହଁ ଆମେ କହୁଛୁ ଭଦ୍ରକ ଜ଼ିଲ୍ଲା ରେ ଥିବା ଛତାବର ନିକଟ ଟୋଲ ପ୍ଲାଜ଼ା କଥା. ବେଆଇନ ଭାବରେ ବିନା ପ୍ରମାଣ ପତ୍ର ନଥିବା କିଛି ବାଂଲାଦେଶୀ କିନ୍ନର ମାନଙ୍କୁ ଆଣି ବହୁତ ଅନେଇତିକ କାର୍ଯ୍ୟ ଧଳା ଜହର , ଗଂଜେଇ , ଗୋ ମାଫିଆ ଙ୍କ ସହ ଲିପ୍ତ ଏବଂ ଦେହ ବେପାର ଥିଲା ମୁଖ୍ୟ ଲକ୍ଷ୍ଯ. ଯାହା ସନାତନୀ ଧର୍ମ ପ୍ରତି କୋଠାର ଘାତ ହେବା ସହ କିନ୍ନର ସମ୍ପ୍ରଦାୟ ର ଲୋକ ମାନଙ୍କ ପ୍ରତି ଭଲ ପାଇବା ଓ ସନମାନ ହାନି ହେଉଛି .ଇଏ ହେଉଛନ୍ତି ସେଇ ଶଶୁର ଜୋଇଁ ଭଣ୍ଡାରିପୋଖରୀ ଅଞ୍ଚଳ ର ରହଣିଆ ପଞ୍ଚାୟତ ଲୋଟନ ସେଠି ନାମକ ବୃଦ୍ଧା ଶଶୁର ଓ ଜୋଇଁ ରାଜା ସେଠି ଏହି ଘଟଣା ସୋସିଆଲ ମିଡିଆ ରେ ପ୍ରଚାର ପରେ ଭଦ୍ରକ ଜିଲ୍ଲା କିନ୍ନର ସଂଘ ର ପ୍ରେସିଡେଣ୍ଟ ଶ୍ରାବଣୀ କିନ୍ନର ତାଙ୍କ ସହଯୋଗୀ ସଞ୍ଜନା , ସୀମା , ଅନେକ କିନ୍ନର ମାନଙ୍କୁ ସାଙ୍ଗରେ ନେଇ ଆଜି ଭଣ୍ଡାରିପୋଖରୀ ଥାନାରେ ଦ୍ୱାରସ୍ତ ହେବା ସହ ଧାରଣାରେ ବସିଥିଲେ .ଯଦି ଆଗାମୀ ଦିନରେ ଏହି ଘଟଣାର ସଠିକ ଭାବେ ତଦନ୍ତ *କରି ଦୋଷୀ କୁ ଉପଯୁକ୍ତ ଶାସ୍ତି ନ ମିଳେ ତେବେ ଆଗାମୀ ଦିନରେ ଭଦ୍ରକ କିନ୍ନର ସଂଘ ରାଜ ରାସ୍ତାକୁ ଓଲ୍ହେଇବ ବୋଲି କିନ୍ନର ସଂଘ ର ପ୍ରେସିଡେଣ୍ଟ କହି *ଥିଲେ*ବବ୍ୟରୋ ସୁରେଶ ଦାଶ

error: Content is protected !!
Breaking News