ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରେ ଗଜାନନ ଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଛି ସାହି ଗଲି ସର୍ବ ଶିକ୍ଷାନୁଷ୍ଠାନ, କ୍ଲବଆଦି ଚିତ୍ରକୋଣ୍ଡା ଗ୍ରାମର ବହୁ ସ୍ଥାନ ରେ। ଗଣେଶ ପୂଜା ପ୍ରଥମ ପୂଜା କୁହନ୍ତି। ଅନ୍ୟ କୋଣସି ପୂଜା କରିବା ପୂର୍ବରୁ ଗଣେଶ ଙ୍କ ପୂଜା କରି ତାପରେ ସେହି ପୂଜା କରନ୍ତି । ଗଣେଶ ଙ୍କ ପୂଜା ପଞ୍ଜାବୀ ଛକ ରେ 12ଫୁଟ ଉଚ୍ଚତା ମୂର୍ତ୍ତିପୂଜା ପାଉଛନ୍ତି ବ୍ୟାଙ୍କ ଆଗରେ ପାର୍ବତୀ ମା ଙ୍କ କୋଳ ରେ ଗଣେଶ ପୂଜା ପାଉଛନ୍ତି ସେହି ଭଳି ବହୁତ ଜାଗାରେ ମଣ୍ଡପ କରି ଗଣେଶ ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଏବଂ ସାହି ଗାଳିରେ ସଂଗଠନ ଭାବେ ପୂଜା କରୁଛନ୍ତି। ଗଣେଶ ଙ୍କ ପୂରଣ ପାଠ କରି ହଳଦୀ ଚାଉଳ ମୁଣ୍ଡ ଉପରେ ପକାନ୍ତି ଦୋଷ ନିବାରଣ ପାଇଁ। ଗଣେଶ ପୂଜା ଚିତ୍ରକୋଣ୍ଡା ଠାରେ ବହୁଆଡମ୍ବରରେ ପୂଜା ପାଉଛନ୍ତି ଶ୍ରୀ ଗଣେଶ ।ଏହି ଉତ୍ସବ ରେ ସ୍ଥାନୀୟ ଲୋକଙ୍କ ସହ ଚିତ୍ରକୋଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳର ଲୋକମାନେ ପୂଜା ସ୍ଥାନରେ ସାମିଲ ହୋଇଥିଲେ ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର