୫ବର୍ଷ ପୂର୍ବେ ଯଉ ୨ପରିବାରଙ୍କ ବଣୁଆଁ ହାତୀ ଘର ଭାଙ୍ଗି ବେସାହାରା କରିଦେଇଥିଲା ସେ ଗୋଟିଏ ପରିବାରର ଦୁଇ ଜଣକୁ ବଣୁଆଁ ହାତୀ ଆଜି ଘର ଭାଙ୍ଗିବା ସହ ୩ମାସର ଗର୍ଭବତୀ ମା ଓ଼ ଚାରି ଛୁଆଙ୍କୁ ଆକ୍ରମଣ କରିଥିଲା କିନ୍ତୁ ଘଟଣା ସ୍ତଳରେ ୩ମାସର ଗର୍ଭବତୀ ମା ୧ ଛୁଆ ମୃତ୍ୟୁ ଘଟିଥିଲା ଏବଂ ୩ ଛୁଆ ଗୁରୁତ୍ତରହୋଇଥିଲେ ତାଙ୍କୁ ସଙ୍ଗେ ସଙ୍ଗେ କୋଇଡା ଫରେଷ୍ଟର ଓ଼ ଡେଙ୍ଗୁଳା ଫରେଷ୍ଟର ପହଁଞ୍ଚି କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଗୁରୁତ୍ୱର ୩ଛୁଆ ରାଉରକେଲା ବଡ଼ ମେଡିକାଲକୁ ସ୍ଥାନାନ୍ତତର କରାଯାଇଛି କିନ୍ତୁ ଏଠି ପ୍ରଶ୍ନଉଠୁଛି ଯେ ୫ବର୍ଷ ପୂର୍ବରୁ ତାଙ୍କ ଘରକୁ ବଣୁଆଁ ହାତୀ ବାଙ୍ଗି ଘରକୁ ଚୂରର୍ମାର କରି ଭାଙ୍ଗି ଦେଇଥିଲା କିନ୍ତୁ ବନ ବିଭାଗ କିମ୍ବା କୌଣସି ସ୍ଥାନୀୟ ପ୍ରଶାସନ ତାଙ୍କ ଦୁଃଖ ବୁଝିନଥିଲେ, ଦୁଃଖ କଷ୍ଟରେ ତାଙ୍କ ପରିବାର ୫ବର୍ଷ କାଟି ଦେଇଥିଲେ ଶେଷରେ କେତେଦିନ ଭଙ୍ଗା ଛପର ଘରେ ରହିବେ ଘରଖଣ୍ଡିଏବନାଇବା ଆଶାରେ ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛନ୍ତି, ହଁ ଆଜ୍ଞା ଆମେ କହୁଛୁ ବାଲୁଜାଳି ଗ୍ରାମର କଥା କିଛି ଦିନ ପୂର୍ବେ ଆମେ ନ୍ୟୁଜ ପ୍ରସାରଣା କରିଥିଲୁ ସନ୍ତସ ଭକ୍ତା ଙ୍କର କିନ୍ତୁ ସ୍ଥାନୀୟ ପ୍ରଶାସନ କିମ୍ବା ବନ ବିଭାଗ କୌଣସି ପଦେକ୍ଷପ ନେଲେ ନାହିଁ, ଶେଷରେ ଚାଲିଗଲା ନିରୀହ ଗର୍ବବତୀ ମା ଓ ପୁଅଙ୍କର ଜୀବନ, ଏବେ ପ୍ରଶ୍ନ ଉଠୁଛି କୋଇଡା ଏକ ଖଣିଜ ସମ୍ପଦ ଭରା ଅଞ୍ଚଳ ରାଜ କୋଷକୁ କୋଟିକୋଟି ଟଙ୍କା ରାଜସ୍ୱ ଯାଉଥିବାବେଳେ ଏ ଅଞ୍ଚଳର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓ଼ ଭଙ୍ଗା କୁଡ଼ିଆ ଘରେ ରହି ଆସୁଛନ୍ତି, ସେହି ଘର ଗୁଡାକୁ ବଣୁଆଁ ହାତୀ ମଣିଷ ମାରିବା ସହ କୁଡ଼ିଆ ଘର ଗୁଡିକୁ ଭାଙ୍ଗୁ ଥିବାର ଚିତ୍ର ଆମେ ବାରମ୍ବାର ଦେଖାଇ ଆଶିଥିଲୁ କିନ୍ତୁ ତାହାର କୌଣସି ପଦେକ୍ଷପ ବନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ନେଉନାହାନ୍ତି ବୋଲି ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି l

More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ