କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୋରିଷପଦର ପଞ୍ଚାୟତ ଝୋଡିଖେଦା ଗ୍ରାମର ଲାକୁ ପାଙ୍ଗି ନାମ ଯୁବକ ବୟସ 27ରୁ 28 ବର୍ଷ ହେବ ପିତା ରୁପା ପାଙ୍ଗି, ଲାକୁ ପାଙ୍ଗିର ପାଞ୍ଚଟି ପୁତ୍ର ସନ୍ତାନ ରହିଛନ୍ତି ନିଜ ନିଜକୁ ବିଚାର କରି ଫେମ୍ଲି ଅପ୍ରସନ୍ ହେବା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକଙ୍କ ସରକାରୀ ମେଡିକାଲ କଲେଜରେ ଫେମ୍ଲି ଅପ୍ରସନ୍ ହୋଇ ଘରକୁ ଫେରି ଥିଲେ ହେଲେ ଜୋତ୍ରଣା ହେବାରୁ ପ୍ରଥମେ ସ୍ଥାନୀୟ କୁନ୍ଦୁଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ଲାକୁ ପାଙ୍ଗିଙ୍କୁ ଅଧିକ ଜୋତ୍ରଣା ହେବାରୁ କୋରାପୁଟ ଠାରୁ ଜୟପୁର ମେଡିକାଲରେ ଚିକିତ୍ସିତ ହେବା ସମୟରେ ଲାକୁଙ୍କର ମୃତ୍ୟୁ ହୋଇ ଥିଲା ପରେ ପଟାଙ୍ଗି ଥାନାରେ ଏତଲା ଦେବା ପରେ ପଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ପରେ ସରକାରଙ୍କ ତରଫରୁ 10 ହୋଜାର ଟଙ୍କା ଦେବା ପରେ ନିଜ ଗାଁକୁ ପହଞ୍ଚିବା ପରେ ଶବ ସତ୍କାର କରିଥିଲେ ହେଲେ ଆଜି କୁ ଦୀର୍ଘ 6ରୁ 7ମାସ ହେବ ଆଉ ସରକାରଙ୍କ ସହାୟତାକୁ ନେଇ ଅପେକ୍ଷାରେ ମାଁ ସହିତ 5ଜଣ ପୁଅ ଓ 4ଝିଅ ରହିଛନ୍ତି ହେଲେ ସରକାରଙ୍କ ଏହି ପରିବାର ପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରିନାହାନ୍ତି ଏହି ପରି ସରକାରଙ୍କ ଦ୍ଵାରା ଫେମ୍ଲି ଅପ୍ରସନ୍ ହୋଇ ସ୍ବାମୀ ର ମୃତ୍ୟୁ ପରେ ବହୁତ ଦୁଃଖରେ ପରିବାର ଚଳୁଛନ୍ତି କେବେ ସରକାରଙ୍କ ସହାୟତା ମିଳିବ ତାହାକୁ ନେଇ ଆଜି ସେମିଳିଗୁଡ଼ା ବ୍ଳକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଭିଯୋଗ ପତ୍ର ପ୍ରଧାନ କରିଥିଲେ କେବେ ଏହି ପରିବାରଙ୍କୁ ସହାୟତାର ହାତ ବଡ଼ାଇବେ ତାହାକୁ ନେଇ ଅପେକ୍ଷାରେ ପରିବାର, ଏହି ବିଷୟକୁ ନେଇ କିଛି ପ୍ରତିକ୍ରିୟା ନେବା ପାଇଁ ଆମ ପ୍ରତିନିଧି ପହଂଚି ଡାକ୍ତର ସଞ୍ଜିବୀ କୁମାର ବେହେରାଙ୍କ ମିଶି ଥିଲେ ହେଲେ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଆମେ ପଟାଇଛୁ ଜିଲ୍ଲା ଲେବୁରେ ଆସିଲେ କହିବୁ ବୋଲି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର