ଖଲ୍ଲିକୋଟ: ବିନାୟକ ପୂଜା ରେ ଅଗ୍ରଣୀ ରୂପେ ସ୍ଥାନ ପାଇଥିବା ଗଣେଶଙ୍କ ପୂଜା ପଲ୍ଲୀପୁର ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତଥା ବିଶେଷ କରି ଶିକ୍ଷା
ଅନୁଷ୍ଠାନ ମାନଙ୍କରେ ପାରମ୍ପରିକ ପଦ୍ଧତି ରେ ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର ଆର୍ଟ କଲେଜ, ଖୋଲସାହି, କରଣସାହି, ଜଗନ୍ନାଥ ମନ୍ଦିର ସାହି,ସାମନ୍ତ ସାହି, ଧରାକୋଟ ସାହି, ତେଲିସାହି ର ଗଣେଶ ପୂଜା ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି। ଏଅଵସରରେ କହିବାକୁ ଗଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତା’ର କଳା ସଂସ୍କୃତି ସଭ୍ୟତାକୁ ବଞ୍ଚାଇ ରଖି ଥିବା ର ପରିଦୃଶ୍ୟ ମାନ ହେଉଛି।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ