Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କଙ୍କଡ଼ାଆମ୍ବ ଗାଁ ରାସ୍ତାକୁ ନିଜ ଅର୍ଥ ଖର୍ଚ୍ଚ କରି ମରାମତି କଲେ ଅଞ୍ଚଳ ଲୋକେ

Spread the love

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଳକ ଅନ୍ତର୍ଗତ ଦୋଲୋଇଗୁଡା ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ହେବ ୧୨ସହ ମିଟର ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନି ଲୋକେ ଯାତାୟତ ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହି ରାସ୍ତାର ସମ୍ପୂର୍ଣ୍ଣ କରିବାକୁ ବାରମ୍ବାର ବ୍ଳକ ପ୍ରଶାସନ ଜିଲ୍ଲା ପ୍ରଶାସନ ଓ ଦୁଇ ପୂର୍ବତନ ବିଧାୟକ ପିତମ ପାଢ଼ୀ ଓ କୋରାପୁଟ ବିଧାୟକ ତଥା ଯୋଜନା ବଡ ଅଧକ୍ଷ ରଘୁରାମ ପଡାଲଙ୍କୁ ଗୁହାରି କରିଥିଲେ ହେଲେ ବିଧାୟକ ମାନଙ୍କର କୈାଣସି ଏହି ରାସ୍ତାର ସମାଧାନ କଲେ ନାହିଁ ବୋଲି ଆଜି ଏହି ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା

ରାସ୍ତା ଆଜି ଅଞ୍ଚଳର ସମସ୍ତ ବୁଦ୍ଧିଯିବି ଯୁବକ ମିଶି ଓ ମାଲି ପର୍ବତ ସୁରକ୍ଷା ସମିତି ସଂଘର କର୍ମକର୍ତା ଓ ଅଞ୍ଚଳର ସମସ୍ତଙ୍କ ଉପସ୍ଥିତିରେ କାମ ଚାଲିଛି ବୋଲି ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ,ଅଞ୍ଚଳ ବାସୀଙ୍କ ଦାବି କେବେ ଦୃଷ୍ଟି ଦେବେ ପଞ୍ଚାୟତ ଅଧିକାରୀଙ୍କ ଠାରୁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତାହାକୁ ନେଇ ଅପେକ୍ଷା

error: Content is protected !!
Breaking News