ରାତି ଅଧିଆ ବାଇକ ଚୋରି l ଚୋରି ଘଟଣା ନେଇ ଥାନାରେ ଅଭିଯୋଗ କଲେ ଗାଡି ମାଲିକ l ଅଭିଯୋଗ ଅନୁଯାଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡ଼େଣି ଗଡ଼ ର ପ୍ରତାପ ସାହୁ ତାଙ୍କର (OD12-4757)ନଂ ଥିବା ହିରୋ ଗ୍ଲେମର ବାଇକ ଗତ କାଲି ସନ୍ଧ୍ୟାରେ ଘର ସାମ୍ନା ରେ ରଖି ଖିଆ ପିଆ କରି ସୋଇଥିଲେ l ସକାଳୁ ଉଠି ଦେଖିଲା ବେଳକୁ ରଖିଥିବା ସ୍ଥାନରେ ଗାଡି ଦେଖିବାକୁ ପାଇନ ଥିଲେ l ଫଳରେ ଚୋରି ହୋଇଥିବା ଅନୁମାନ କରି ପୁରୁଣାକଟକ ଥାନାରେ ଗାଡି ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ