ପାରଳାଖେମୁଣ୍ଡି : ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମ ରେ ମା ଶ୍ରୀ ନୀଳମଣି ଦୁର୍ଗା ଙ୍କ ମନ୍ଦିର ପ୍ରତିଷ୍ଠାତା ଉତ୍ସବ ରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଆଜି ସକାଳୁ ତୋଟାଗୁମୁଡା ଗ୍ରାମ ସହ, ନିକଟରେ ଥିବା ଗ୍ରାମ ଗୁଡିକ ର ସତାଧିକ ଭକ୍ତ ଉପସ୍ଥିତି ରେ ମନ୍ଦିର ପ୍ରତିଷ୍ଠା କର୍ଯ୍ୟ ସହ ପୂଜାର୍ଚନା ଆରମ୍ଭ ହୋଇଥିଲା, ପୂଜା ଶେଷ ରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ହୋଇଥିଲା, ହଜାର ହଜାର ଭକ୍ତ ପ୍ରସାଦ ସେବନ କରି କରି ଖୁସି ଅନୁଭବ କରିଥିଲେ, ଏହି ପ୍ରତିଷ୍ଠା ଦିବସ ରେ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଙ୍କ ସହ ଘୋଷାଣୀ ବ୍ଲକ ଅଧକ୍ଷ ଏନ ଭିରରାଜୁ, ଜିଲ୍ଲାପରିଷ ବି ଵାଲାରାଜୁ ପ୍ରମୁଖ ଉପସ୍ଥିତ ଥିଲେ I
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା