ରାୟଗଡା ଜିଲ୍ଲା ଗୁଡାରି ଅଞ୍ଚଳର ବିକାଶ ନିମନ୍ତେ ୟୁତ ଫର ଚେଞ୍ଜ ଗୁଡାରି ତତ୍ୱାବଧାନରେ ଗୁଡାରି ର ମୌଳିକ ସୁବିଧା ଓ ବିକାଶ ନିମନ୍ତେ ୧୪ ଗୋଟି ଦାବି ରେ ସ୍ଥାନୀୟ ନନ୍ଦୀ କିଶୋର ମହାଲଷ୍ମୀ କଲ୍ୟାଣ ମଣ୍ଡପ ଠାରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହେଇଥିଲା। ୟୁତ ଫ ଚେଞ୍ଜ ର ସଭ୍ୟ ଏହି ବୈଠକ ଆୟୋଜନ କରିଥିଲେ। ଗୁଡାରି ବାସିନ୍ଦା ଙ୍କ ର ଦାବି ହେଲା
(୧) ଗୁଡାରି ଠାରୁ ଭଵନେଶ୍ୱର, ବିଶାଖାପାଟଣା ଓ ଜୟପୁର ଦରକାରୀ ବସ. ଚଳାଚଳ
(୨) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଦିକାଂଶ ଡାକ୍ତର ଙ୍କ ନିଯୁକ୍ତି ଓ ରକ୍ତ ଭଣ୍ଡାର ର ବ୍ୟବସ୍ତା,
(୩) ଗୁଣୁପୁର – ତେରୁବାଲି ରେଳପତକୁ ଭାୟା ପଦ୍ମପୁର – ଗୁଡାରି ଦେଇ ବିଷମକଟକ ରେ ସଂଯୋଗୀକରଣ,
(୪) ଗୁଡାରି ଠାରେ ଶବ ବ୍ୟବଛେଦ ଗୃହ ନିର୍ମାଣ,
(୫)ଖାରୀକୁଟି ନାଳ ଜ୍ୱଳସେଚନ ପ୍ରକଳ୍ପ କୁ କାର୍ଯ୍ୟକ୍ରମ କରିବା,
(୬) +୨ ବିଜ୍ଞାନ ମହାବିଦ୍ୟାଳୟରେ ସ୍ତାୟି ଅଧ୍ୟାପକ ନିଯୁକ୍ତି,
(୭) +୩ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟକୁ ସ୍ଥାୟୀ କ୍ୟାମ୍ପଷ,
(୮) ଫୁଲବାଣୀ ଠାରୁ ଗୁଡାରି ଦେଇ ଗୁଣୁପୁର କୁ ପୂର୍ତ୍ତିବିଭାଗ ରାସ୍ତା ସମ୍ପ୍ରସାରଣ,
(୯) ଗୁଡାରି ରେ ଏକ ସରକାରୀ ଆଇ. ଟି. ଆଇ କଲେଜ ସ୍ଥାପନ,
(୧୦)ବଡ଼ ନାଳ ଜଳସେଚନ ପ୍ରକୋଳ୍ପ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ