Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଗୁଣପୁର ରୁ କୀର୍ତ୍ତି କୁମାର ପଣ୍ଡା ସ୍ୱଚ୍ଛ ଭାରତ ଅଭିଯାନ ରେ ଯୋଗ ଦେଇଥିଲେ

Spread the love

ଭାରତୀୟ ଜନତା ପାର୍ଟି, ଓଡ଼ିଶା ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ସ୍ୱଚ୍ଛ ଭାରତ ବିଭାଗ ସଦସ୍ୟତା ଅଭିଯାନ – 2024 ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପ୍ରଦେଶ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ରୂପେ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବିଜେପି ର ରାଜ୍ୟ ସଭାପତି ମୋନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, କାଳିଚରଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରୁ ସ୍ୱଚ୍ଛ ଭାରତ ବିଭାଗ ର କାଯ୍ୟକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ। ରାୟଗଡା ଜିଲ୍ଲା ଗୁଣପୁର ରୁ କୀର୍ତ୍ତି କୁମାର ପଣ୍ଡା ଏବଂ ତାଙ୍କର ସହଯୋଗୀ ସାନ୍ତୁନୁ ପାଣିଗ୍ରାହୀ ଯୋଗଦେଇଥିଲେ।

error: Content is protected !!
Breaking News