କନ୍ଧମାଳ : ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ସିଆରପିଏଫ ଯବାନ ! ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର ଯବାନ ମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଓ ବନ୍ଦେ ମାତାରାମର ନାରା ଦେଇ ସହର ପରିକ୍ରମା କରିଥିଲେ ! ସରକାର ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ଲାଗି ଯେଉଁ ଆହ୍ୱାନ ଦେଇଛନ୍ତି, ସେ ନେଇ ଯବାନ ମାନେ ବାଲିଗୁଡା ସହରରେ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିଲେ !
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025