ବେଗୁନିଆପଡା ବ୍ଳକରେ ମନରେଗା ଓ ପଞ୍ଚ ଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ରେକର୍ଡ ପତ୍ର ଓ ଫାଇଲ ସଠିକ ସମୟରେ କରୁନଥିବା ଓ ସମୀକ୍ଷକ ଙ୍କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ ହୋଇଥିଲା । ସମସ୍ତ ରେକର୍ଡ ପତ୍ର ପ୍ରସ୍ତୁତ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ । ମନରେଗା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାର୍ଗେଟ ଦେବା ଫଳରେ ଦୁର୍ନୀତି ହେଉଛି ବୋଲି କିଛି ଜନପ୍ରତିନିଧି ଅଭିଯୋଗ କରିଥିଲେ । କାର୍ଯ୍ୟର ସୂଚନା ଫଳକ କରାଯାଉନାହିଁ, ବେଳେ ବେଳେ ଏଷ୍ଟିମେଟ କଷ୍ଟ ଠାରୁ ଅଧିକ ପେମେଣ୍ଟ ହେଉଥିବା ସମୀକ୍ଷକ କହିଥିଲେ । ଏଥିରେ ଉପଜିଲାପାଳ ଦେବଦତ୍ତ ମହନ୍ତ , ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ , ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ,ବ୍ଲକ ସାମାଜିକ ସମୀକ୍ଷକ, ଏ ପି ଓ ରଞ୍ଜନ କୁମାର ନାହାକ ଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।