ନବରଙ୍ଗପୁର : କୋଡ଼ିଙ୍ଗା ବନବିଭାଗକୁ ମିଳିଲା ବଡ଼ ସଫଳତା କୋଡିଙ୍ଗା ବନାଞ୍ଚଳ ଅଧିନସ୍ତ ବାଗିନି ଗ୍ରାମୋ ନିକୋଟରେ ହେଉଥିଲା ୫ଲକ୍ଷ୍ୟ ଟୋଙ୍କାରେ ମୂଲଚାଲ କରୁଥିବା ସମୟରେ ମାଡ଼ିବସିଲା ବନବିଭାଗ ଗଠନ କରିଥିବା ଏକ ସତନ୍ତ୍ର ଟିମ୍ ଜଣେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ କୋଷାଗୁମୁଡ଼ା ବ୍ଲକ ର ଯୁନା ପାଣୀ ଗ୍ରାମର କମଳ ସିଂ ଗୌଡ଼ l ଉଦ୍ଧାର ହଇଥିବା ବଜ୍ରକାପ୍ତା ର ଓଜୋନ ପ୍ରାୟ ୮ କିଲୋ ୯୭୦ ଗ୍ରାମ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶରେ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଶୋଇ, ବନ ରକ୍ଷୀ ଉମାଶଙ୍କର ପାଣଗ୍ରାହୀ, ଓ ଦୀପକ ପ୍ରଧାନ ଗତକାଲି ରାତିରୁ ବିସେସୁତ୍ରରୁ ଖବରପାଇ ଯୋଗିଥିଲେ। ସକାଳ ପ୍ରାୟ ୭ଘଣ୍ଟା ସମୟରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହେଲେ ଅଭିଯୁକ୍ତଙ୍କ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ସହିତ ଗୋଟିଏ ମୋଟର ସାଇକେଲ, ଏବଂ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ସୂଚନା ମିଳିଛି।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ