କାରଗିଲ ବିଜୟ ଦିବସ ପାଳିତ

Spread the love

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ବିଜେପି, ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଛଉପଡ଼ିଆରୁ ବାହାରୀ ସହର ପରିକ୍ରମା କରିଥିଲେ, ଏଥିରେ ବହୁ ବିଜେପି ଓ ବିଜରଙ୍ଗ ଦଳର ବହୁ ନେତା କର୍ମୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ଏକ ବିଶାଳ ତ୍ରିରଙ୍ଗା ଧରି, ହାତରେ ଛୋଟ ଛୋଟ ତ୍ରିରଙ୍ଗା ପତାକା ଧରୀ ଦେଶାତ୍ମକ ବୋଥ ସଙ୍ଗୀତ ଗାଇ ସହର ପରିକ୍ରମା କରିଥିଲେ, ଏହା ସହିତ ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହେଉଥିଲା। ଶାନ୍ତି ଶଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ର ସହଯୋଗ ରହିଥିଲା। ଶେଷରେ କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ସହିଦଙ୍କୁ ସେ ସମ୍ମାନ ଜଣାଇ ଏହା ସମାପ୍ତ ହୋଇଥିଲା ।
ଆସନ୍ତୁ ଦେଖିବା ଏହାର କିଛି ୡଲକ।

You may have missed

error: Content is protected !!
Breaking News