ଖୋର୍ଦ୍ଧା ଆଜି ସନ୍ଧ୍ୟା ୬ ଘଣ୍ଟିକା ସମୟରେ ବିଡ଼ିଓ କଲୋନି ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ବିଜେପି କର୍ମୀଙ୍କ ନେତୃତ୍ୱରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସାଂସଦଙ୍କ ପୌର ପରିଷଦ ପ୍ରତିନିଧି ଦିଲୀପ କୁମାର ହୋତା,ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଗୋଦାବରୀଶ ମହାପାତ୍ର, ଖୋର୍ଦ୍ଧା ପୂର୍ବତନ ଜିଲ୍ଲାପରିଷଦ ପ୍ରଫୁଲ୍ଲ ଦଳେଇ, ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକ, ସୋବନ୍ ଘୋଷ, ଲଳିତ ସ୍ବାଇଁ ପ୍ରମୁଖ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ବିଜେପିର ବହୁ କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୁଚାର ରୁପେ କରାଯାଇଥିଲା।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ