କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପର୍ଜନପୁର ପଞ୍ଚାୟତ କଶିରା ଗାଁ ଠାରେ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଛି ବସଷ୍ଟାଣ୍ଡ କିନ୍ତୁ ଆରମ୍ଭରୁ ଗୋଟିଏ ଦିନ ମଧ୍ୟ ଗାଁକୁ ପହଞ୍ଚି ନାହିଁ ବସ୍ ତେଣୁ ଆଜି ସ୍ଥାନୀୟ ସରପଞ୍ଚ ଡମ୍ବରୁଧର ମାଝୀ ଏଵଂ କଶିରା ଗାଁର ଉଭୟ ମହିଳା ପୁରୁଷ ଲୋକ ପାଟୁଙ୍ଗ ବସଷ୍ଟାଣ୍ଡ ଠାରେ ବସକୁ ଅଟକ ରଖି ଆନ୍ଦୋଳନ କରିଥିଲେ ଦୀର୍ଘ ଦୁଇ ଘଣ୍ଟା ପରେ ବସ ଚାଳକ ଏଵଂ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ବସ ଚାଲିବା ସହିତ ସବୁ ଦିନ କଶିରା ଗାଁକୁ ବସ ଆସିବା ପାଇଁ ବାଟ ଫିଟିଛି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ