ସାରା ଦେଶ ଯେତେବେଳେ ସ୍ୱାଧୀନତା ଦିବସ ର ପାଳନ ଉତ୍ସବ ରେ ସାମିଲ କରି ଏକ ନୂଆ ଭାରତ କୁ ସ୍ୱାଗତ କରୁଥିଲା ସେହି ସମୟରେ କଲିକତା ର ଏକ ମହିଳା ଡାକ୍ତର କୁ ଗଣ ଦୁଷ୍କର୍ମ ସହିତ ହତ୍ୟାକୁ ସାଧାରଣ ରେ ଗ୍ରହଣ କରିବା କଷ୍ଟକର ବ୍ୟାପାର l
ଏହି ପରିପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ମିଳିତ ହୋଇ ମୌମିତା କୁ ନ୍ୟାୟ ଦାବିରେ ଧାରଣା ପ୍ରଦର୍ଶନ କରିଥିଲେ ଏବଂ ଯୋଉ ପରି ଭାବରେ ଏକ ମହିଳା ଡାକ୍ତର ତଥା ଦ୍ୱତୀୟ ବର୍ଷ ପିଜି ଛାତ୍ର କୁ ଦୟନୀୟ ଭାବେ ନିଜର କର୍ମକ୍ଷେତ୍ର ରେ ଗଣ ଦୁଷ୍କର୍ମ ସହ ହତ୍ୟା କୁ ଘୋର ନିନ୍ଦା ସହ ହତ୍ୟା କାରିକୁ କଠୋର ରୁ କଠୋର ଦଣ୍ଡ ମିଳିବା ସହିତ ମୌମିତା ଏବଂ ତାଙ୍କର ପରିବାର କୁ ଉଚିତ ନ୍ୟାୟ ମିଳିବାକୁ ଦାବି କରିଥିଲେ l ଏଥିରେ ବହୁ ସଂଖ୍ୟରେ ଡାକ୍ତର ମେଡିକାଲ କର୍ମକତା ଯୋଗ ଦେଇଥିଲେ
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ