କୋରେଇ ବ୍ଲକ ର ୧୮ ଗୋଟି ପଂଚାୟତ କୁ ନେଇ ଚାଲିଛି କୋରେଇଥାନା । ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଭିଡ ଲାଗିଥାଏ ଅଧିକ ପଞ୍ଚାୟତ ସାଂଗକୁ ଅଧିକ ଜନସଂଖ୍ୟା ହୋଇଥିବାରୁ ପ୍ରତ୍ୟେକ ଦିନ କେଶ ବାସ ହୋଇଥାଏ ।ହେଲେ ଥାନା ବାହାରେ ରାସ୍ତା ସାଇଡ଼ରେ ବାଇକ୍ ଠୁ ଆରମ୍ଭ କରି ଦୁର୍ଘଟଣା ର ଘଟାଇଥିବା ବଡ଼ ବଡ଼ ଭାରି ଯାନକୁ ରାସ୍ତା ସାଇଟ ରେ ରହିବା ଠିଆ ହେବାଦ୍ବାରା ତାହା ନାନାପ୍ରକାର ଅସୁବିଧା ହେଉଛି ଥାନାର କୁ କେଶ ଦେବାକୁ ଆସିଥିବା ଲୋକ ମଧ୍ୟ ରାସ୍ତା ସାଇଡ଼ରେ ବାଇକ୍ ରଖି ଦେଉଛନ୍ତି କାରଣ ଥାନାର ଭିତରେ ମଧ୍ୟ ଚୋରା ବାଇକ୍ ର ଜାଗା ଅଭାବ ରହିଛି।ଏପଟେ ଥାନା ସାମ୍ନା କୁ ଲାଗି ଏକ ଟ୍ରାଫିକ ଛକ ରହିଛି ଯାହାକି ମସଜିଦ ,ରେଲୱେ ଷ୍ଟେସନ ଓ କାଜୁ ବସ୍ତି. ଶଙ୍ଖ ପାରି ବ୍ଲକ ଯିବାପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସେ ଛକ ସନ୍ଧ୍ୟା ହେଲେ ଅନ୍ଧାର ହେଇଯାଉଚ୍ଛି କୌଣସି ଲାଇଟ ର ବେବସ୍ତା ନାହିଁ ସାଧାରଣ ଲୋକମାନେ ନାହିନଥିବାର ହଇରାଣ ଦିନ ରାତି ସେହି ବାଟେ ବଡ଼ ବଡ଼ ରାଜନେତା ମାନେ ଯିବା ଆସିବା କରୁ ଥିବା ବେଳେ କାହା ନଜର ସେଠାରେ ପଡିନଥାଏ ରାତିହେଲେ ସେ ସ୍ଥାନରେ ଅସାମାଜିକ ଙ୍କ ଭିଡ଼ ଜମୁଛି ଥାନା କୁ ସୁରକ୍ଷା ପାଇଁ ଆସୁଥିବା ଲୋକଟି ଅନ୍ଧାର ରେ ନିଜକୁ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜାଣିହେଉଛି।କୋରେଇ ଅଂଚଳରେ ଦିନକୁଦିନ ମଦ୍ୟପ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ପ୍ରଶାସନ ତରଫରୁ ସେଥିପ୍ରତି ଧ୍ୟାନ ଦେବା ନିହାତିଦରକାର କାରଣ ନିଜ ଥାନାର ଚତ୍ରୁପାର୍ଶ୍ଵ ଆଲୋକିତ ରହିବା ସହିତ ଟ୍ରାଫିକ ର ଲାଇଟ୍ କଣ ପାଇଁ ଜଳୁନୀ ତାହାପ୍ରତି ଧ୍ୟାନ ଦେବା ନିହାତି ଦରକାର କାରଣ ରାତିରେ ଥାନାକୁ କେଶ ଦେବାକୁ ଅସୁବିଧା ବ୍ୟକ୍ତି ଅନ୍ଧାର ରେ ସୁରକ୍ଷିତ ନୁହେଁ ଦେଖିବାକୁ ବାକି ରହିଲା ଏହାର ସମସ୍ୟା କେବେ ସମାଧାନ ହେଉଛି
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର