କୁଆଁରିଆ ବିସ୍ଥାପିତଙ୍କ ଦୁଃଖ ଶୁଣିଲେ ସରକାର

Spread the love

ଦଶପଲ୍ଲା : କୁଆଁରୀଆ ଡ୍ୟାମ ରେ ଜଳ ମଗ୍ନ ହୋଇ ଥିବା ଚାଷୀ ଓ ଜନସାଧାରଣ ମାନନୀୟ ରାଜ୍ୟପାଳଙ୍କୁ କ୍ଷତି ହୋଇ ଥିବା ଜମିର ସହାୟତା ଉଦେଶ୍ୟ ରେ ଭେଟି ଗୁହାରି ଜଣାଇ ଥିବାରୁ ରାଜ୍ୟପାଳ ମହୋଦୟ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଚିଠି କରିଥିଲେ।ସେହି ଚିଠି କୁନେଇ କିଶୋର ଚନ୍ଦ୍ର ଦଳବେହେରା ପୂର୍ବତନ ଜିଲ୍ଲାପରିଷଦ ଙ୍କନେତୃତ୍ୱ ରେ ଆଜି ଜିଲ୍ଲାପାଳ ନୟାଗଡ଼ ଙ୍କୁ ଭେଟି ବାରୁ ସ୍ଥାୟୀ ପ୍ରତିଶୃତି ଦେଲେ ଏବଂ ଭୂ.. ଅର୍ଜନ ମଣ୍ଡଳ ଅଧିକାରୀ ଙ୍କୁ ଡାକି କ୍ଷୟ ହୋଇ ଥିବା ଚାଷୀ ଓ ଜନସାଧାରଣ ଙ୍କ ତାଲିକା କରି ତାଙ୍କର ସମ୍ପୂର୍ଣ ଠିକଣା ଓ ମୋବାଇଲ ନମ୍ବର ଲେଖିବା ପାଇଁ କହି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ।

ଏହା ପରେ ଭୂ. ଅର୍ଜନ ମଣ୍ଡଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସି କ୍ରମାନ୍ୱୟ ରେ ସମସ୍ତ ହିତାଧିକାରୀ ଙ୍କ ନାମ ଠିକଣା ଓ ମୋବାଇଲ ନମ୍ବର ଲେଖି ଥିଲେ – ସୁକୁଦେବ ନାଏକ, ଗୌରାଙ୍ଗ ଦେହୁରୀ, ସୁଶାନ୍ତ ପ୍ରଧାନ, ତ୍ରିନାଥ ପରିଡା,ସତ୍ୟ ଭୋଇ, ବସନ୍ତ ଯାନୀ, ବିଳାସ ପ୍ରଧାନ, ସତ୍ୟ ଭାମା ପ୍ରଧାନ, ମାତା ଦଳ ବେହେରା, ମହେଶ୍ୱର କର୍ମୀ, ସୁମନ୍ତ ଦଳ ବେହେରା, ଶାନ୍ତି ଦଳବେହେରା, ବିଦ୍ୟାଧର ଦେହୁରୀ, ରୁକୁଣା ନାୟକ,କରୁଣା ଦଳବେହେରା, ମହାରିଗୀ ଖମାରି, ଫୁଲ ମହାରଣା, ତଅପୋଇ ନାଏକ,ପୋଇନ ଯାନୀ ପ୍ରକାଶ ଥାଉକି ଜଳ ମଗ୍ନ ଵା ବୁଡି ଅଂଚଳ ହୋଇ ଥିବା ଅଂଚଳ ଓଡ଼ଶର, ରୟତ ଓଡ଼ଶର, ନାରାଜୀ ପଡା ଇତ୍ୟାଡି। ଉକ୍ତ ଦରଖାସ୍ତ କାରୀଙ୍କ ସମସ୍ତ ତଥ୍ୟ ଶହ ମୃତ କିମ୍ବା ଜୀବିତ ତଥ୍ୟ ଶହ ଦସ୍ତଖତ ଏବଂ ଟିପ ଚି଼ହ୍ନ ମଧ୍ୟ୍ୟ ଭୂ. ଅର୍ଜନ ଆଦିକାରୀ ସମସ୍ତ ଙ୍କର ନେଉଥିଲେ। ଉପସ୍ଥିତ ଦରଖାସ୍ତ କାରି 34, ଏବଂ ପ୍ରାୟ 50ଜଣ ଦରଖାସ୍ତ କରିଥିଲେ।

error: Content is protected !!
Breaking News