Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କୁଚେଇବୁଢୀ ଗାଁର କୁନ୍ଦନ ବଞ୍ଚର ନିଖୋଜ

Spread the love

ମୟୁରଭଞ୍ଜ /ରାଇରଙ୍ଗପୁର : ଗତ ମାସ ୧୧ ଜୁନ୍ ୨୦୨୪ ରାତିରୁ କୁନ୍ଦନ ବଞ୍ଚର କୁନ୍ଦନ ବଞ୍ଚର ( ୩୬) ରାତିରେ ଖାଇ ସାରି ଶୋଇବା ପରେ ରାତିରୁ କୁହାଡେ ଚାଲିଯାଇଛି ବୋଲି ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିଖୋଜ ହେବାର ଦୁଇ ମାସ ବିତି ଯାଇଥିଲେ ବି ନିଖୋଜ ଯୁବକର ସନ୍ଧାନ ମିଳି ପାରି ନାହିଁ ।। ନିଖୋଜ ଯୁବକର ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ୪ ଗ୍ରାମ କୁଚେଇବୁଢୀ , ପିତା ପ୍ରଫୁଲ ବଞ୍ଚର ଙ୍କ ପୁଅ କୁନ୍ଦନ ବଞ୍ଚର ବୋଲି ଜଣାପଡିଛି ।

ସୂଚନା ଥାଉ କି ଏହି ନିଖୋଜ ଯୁବର ବ୍ଯବହାର ଅର୍ଦ୍ଧ ମସ୍ତିଷ୍କ ଭଳି ଜଣା ପଡେ ।। ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶୟ ହୋଇପଡିଛନ୍ତି ।। ପରିବାର ଲୋକେ ଗଣମାଧ୍ୟମ କୁ ଅନୁରୋଧ କରିଛନ୍ତି ନିଖୋଜ ପୁଅ କୁ ଖୋଜିବାରେ ସାହାଯ୍ଯ କରିବା ପାଇଁ ।। ନିଖୋଜ ଯୁବକର ମାଁ ପୁଅକୁ ନ ପାଇ ଦୂଖଃରେ ଭାଙ୍ଗି ପଡିଛନ୍ତି । ଯଦି କେହି ସହ ହୃଦୟ ବ୍ଯକ୍ତି ଓଡିଶା ଝାଡ଼ଖଣ୍ଡ ବିହାର ବେଙ୍ଗଲ ରେ କେହି ଫୋଟ କୁ ଦେଖି ଚିହ୍ନଟ କରନ୍ତୁ ତେବେ ନିକଟସ୍ଥ ଥାନା କୁ କିମ୍ବା ରାଇରଙ୍ଗପୁର ଟାଉନ ପୋଲିସ କୁ ଖବର ଦେବାକୁ ନିଖୋଜ ଯୁବର ମାଁ ରେବତୀ ମହାକୁଡ ଅନୁରୋଧ କରିଛନ୍ତି ।।

error: Content is protected !!
Breaking News