ମାଲକାନଗିରି : ବ୍ଲକ ସଦର ମହକୁମାଠାରୁ ଜିଲ୍ଲା ସଦର ମହକୁମା କୁ ଯାତାୟାତ କରୁଥିବା A C ଲଷ୍ମୀ ବସ ଚଳାଚଳ କୁ ବିରୋଧ କରି ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି।AC ଲଷ୍ମୀ ବସ କୁ ସେହି ରୁଟ ରେ ନ ଚଳାଇବାକୁ ଘରୋଇ ବସ ମାଲିକ ସଙ୍ଘ ଦାବି କରିଛନ୍ତି।ଉପାନ୍ତ ଅଞ୍ଚଳରେ ପଞ୍ଚାୟତ କୁ ଯାତାୟାତ କରୁଥିବା ଲଷ୍ମୀ ବସ ଚଳାଚଳ କୁ ଘରୋଇ ବସ ମାଲିକ ସଙ୍ଘ ବିରୋଧ କରୁନଥିବା ବେଳେ AC ବସ ଚଳାଚଳ କୁ ବିରୋଧ କରୁଛନ୍ତି।ତେବେ କିଛିଦିନ ପୂର୍ବରୁ AC ଲାଷ୍ମୀ ବସ ଚଳାଚଳ କୁ ନେଇ RTO ରୁଟ ସସପେଣ୍ଡ କରି ପୁଣି ଚଳାଚଳ ସ୍ବାଭାବିକ କରିଥିଲେ।ଏହା ଦ୍ୱାରା ଗରିବ ଆଦିବାସୀ ଟିକେ ଅସ୍ୱସ୍ତି ଲାଭ କରିଥିଲେ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର