ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାୟକଳ୍ପ ସମ୍ବର୍ଧନା ସଭା

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ରଙ୍କ ଅଧ୍ୟ କ୍ଷତାରେ କାୟାକଳ୍ପ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛିା ଏହି କା ର୍ଯ୍ୟାକ୍ରମରେ ମୁଖୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସମ୍ମାନୀତ ଅତିଥି ଭାବେ ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀ, ଅତିରିକ୍ତ ଆର କ୍ଷୀ ଅଧି କ୍ଷକ ତପନ ନାରାୟଣ ରଥ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା ଚିକିତ୍ସା ସେବା ଉନ୍ନତ ମାନର ହୋଇଥିବାରୁ ଏହି ଚିକିତ୍ସାଳୟ କେନ୍ଦ୍ର ଓ ରାଜ୍ୟରେ ଉତମ ଚିକିତ୍ସାଳୟ ଭାବେ ଘୋଷଣା କରି ତିନିବର୍ଷ ଧରି କାୟାକଳ୍ପ ପୁରସ୍କାରରେ ପୁରସ୍କୃତ ହୋଇଛିା ଜାତୀୟ ସ୍ୱାସ୍ଥ୍ୟ ମିଶନରେ କା ର୍ଯ୍ୟ କରୁଥିବା ସମସ୍ତ >ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଏ.ଏନ୍‌.ଏମ୍‌, ଅଙ୍ଗନବାଡି, ଆଶାକର୍ମୀ, ମାନଙ୍କ ଦ୍ୱାରା ଏହା ସଫଳ ହୋଇଥିବାରୁ ଆଜି ଜିଲ୍ଲା ସାରା ରାଜ୍ୟ ଓ ଦେଶରେ ଗର୍ୱ ଅନୁଭବ କରିଛିା ଯେଉଁମାନେ ଉତମ ସେବା ଯୋଗାଇ ଆସିଛନ୍ତି ସେମାନଙ୍କୁ ଆଜି ୍‌ତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରା ଯାଇଛିା ଏହି କା ର୍ଯ୍ୟକ୍ରମରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ, ବୁଦ୍ଧିଜୀବି, ବିଭିନ୍ନ ବିଭାଗର ପଦାଧିକାରୀ ଅଂଶଗ୍ରହଣ କରିଥିଲୋ

You may have missed

error: Content is protected !!
Breaking News