- ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ର ସମସ୍ୟା ସମ୍ପର୍କରେ ଆଇନ୍ ଓ ଅବକାରୀ ମନ୍ତ୍ରୀ ଙ୍କୁ ଅବଗତ କଲେ ପାରଳା ବିଧାୟକ।
- ଆଇନ୍ ଓ ଅବକାରୀ ମନ୍ତ୍ରୀ ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସମସ୍ୟା ସମାଧାନ ତଥା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।
- ବିଧାୟକ ଙ୍କ ଏଭଳି କାର୍ଯ୍ୟ ଗଜପତିରେ ଚର୍ଚ୍ଚା ତଥା ପ୍ରଶଂସାର ବିଷୟ ପାଲଟିଛି
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।