ବାରିପଦା: ସମଗ୍ର ରାଜ୍ୟର ମହିଳାଙ୍କ ଆର୍ଥିକ ଓ ସାମାଜିକ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଏବଂ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ଆଜି ମୟୂରଭଞ୍ଜ ଜିଲ୍ଲାର ଘରେ ଘରେ ଆଦୃତ। ଜିଲ୍ଲା ପ୍ରଶାସନର ସମସ୍ତ ପ୍ରଚେଷ୍ଟାରେ ଜିଲ୍ଲାର ପ୍ରତିଟି ପଂଚାୟତ ଠାରୁ ଆରମ୍ଭ କରି ସଦର ମହକୁମା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ହିତାଧିକାରୀ ମାନେ ନିଃଶୁଳ୍କ ଆବେଦନ କରିପାରୁଛନ୍ତି।ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଏଥି ସହିତ ଜଡିତ ସମସ୍ତ ଅଧିକାରୀ ବର୍ଗଙ୍କ ସମେତ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ନେଇ ସମସ୍ତ ଉପାଦେୟ ପ୍ରକ୍ରିୟା ବଳି ଜିଲ୍ଲାରେ ଲାଗୁ କରିଛନ୍ତି ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର